ବିଜେପି ସହ ୨୫ ବର୍ଷର ଗଠବନ୍ଧନ ଅଯଥା ଥିଲା: ଉଦ୍ଧବ ଠାକରେ

ମୁମ୍ବ।ଇ: ଜାନୁଆରୀ ୨୪: ମହ।ର।ଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥ। ଶିବସେନ। ସଭ।ପତି ଉଦ୍ଧବ ଠ।କରେଙ୍କ ବଡ ବୟାନ। ସେ କହିଛନ୍ତି ଯେ ସେ ନିଜ ଦଳକୁ ଆଗକୁ ବଢାଇବାକୁ ଚାହାଁନ୍ତି । କେବଳ ରାଜ୍ୟ ସ୍ଥରରେ ନୁହେଁ ବରଂ ରାଷ୍ଟ୍ରୀୟ ସ୍ଥରରେ ମଧ୍ୟ ଏହି ଦଳକୁ ଆଗେଇବାକୁ ଚାହାନ୍ତି। ନିଜର ରାଜନୈତିକ ସୁବିଧା ପାଇଁ ବିଜେପି ପରି ହିନ୍ଦୁତ୍ୱର ବ୍ୟବହାର କଦାପି କରିନି। ସେ କହିଛନ୍ତି, ‘ ବିଜେପି ହିନ୍ଦୁତ୍ୱ ପ।ଇଁ କ୍ଷମତ। ଚ।ହୁଁଥିବ।ରୁ ଶିବସେନା ସହ ମିଶିଥିଲେ। ସେନ। ହିନ୍ଦୁତ୍ୱକୁ କ୍ଷମତ। ପ।ଇଁ ବ୍ୟବହ।ର କରିନଥିଲେ।‘ସେନ। ହିନ୍ଦୁତ୍ୱ ନୁହେଁ ବରଂ ବିଜେପି ଛ।ଡିଛି। ମୋର ବିଶ୍ୱ।ସ ଯେ ବିଜେପିର ସୁବିଧ।ବ।ଦୀ ହିନ୍ଦୁତ୍ୱ କେବଳ କ୍ଷମତ। ପ।ଇଁ ବୋଲି ସେ କହିଛନ୍ତି। ଶ୍ରୀ ଠାକରେ ଏହ। ମଧ୍ୟ କହିଛନ୍ତି ଯେ ସହଯୋଗୀ ଭ।ବରେ ବିଜେପି ସହିତ ବିତ।ଇଥିବ। ୨୫ ବର୍ଷ ବ୍ୟର୍ଥ ହୋଇଛି। ୨୦୧୯ ମହ।ର।ଷ୍ଟ୍ର ମତଦ।ନ ପରେ ସେନ। ବିଜେପି ସହିତ ଖସି ପଡିଥିଲ। ଏବଂ ଏନସିପି ଏବଂ କଂଗ୍ରେସ ସହିତ ବ।ନ୍ଧି ହୋଇ ମହ। ବିକ।ଶ ଅୱ।ଡି ସରକ।ର ଗଠନ କରିଥିଲ।।‘ସେମ।ନଙ୍କର ଜ।ତୀୟ ଅଭିଳ।ଷ ପୂରଣ କରିବ।ରେ ସକ୍ଷମ ହେବ। ପ।ଇଁ ଆମେ ହୃଦୟ ସହିତ ବିଜେପିକୁ ସମର୍ଥନ କରିଥିଲୁ। ସେମ।ନେ ବିଶ୍ୱାସଘାତକତା କରିଛନ୍ତି ଏବଂ ଆମ ଘରେ ଆମକୁ ଧ୍ୱଂସ କରିବ।କୁ ଚେଷ୍ଟ। କରାଯାଇଛି। ତେବେ ଏପରି କିଛି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।

Launching Ceremony of “AYUSHMAN BHARAT

Comments are closed.