ସାବଧାନ ଆସୁଛନ୍ତି ପାଣ୍ଡିଆନ୍‍

ସମୟ ଲାଇଭ,୧୭/୧୦: ୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ସାଲେପୁର ନିଶ୍ଚିନ୍ତକୋଇଲି ମୁୁଖ୍ୟ ଚିକିତ୍ସାଳୟ କତ୍ତୃପକ୍ଷ ସଫେଇ କାର୍ଯ୍ୟକୁ ନେଇ ତତ୍ପରତା ଦେଖାଇଛନ୍ତି। ଏପରିକି ରୋଗୀ ପାନୀୟ ଜଳର ସୁବିଧା ପାଉଛନ୍ତି କି ନାହିଁ ତାହାର ତଦାରଖ କରାଯାଇଛି। ସେହିପରି ରୋଗୀ ଅନ୍ୟ କେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେଥିପ୍ରତି ଦୃଷ୍ଟି ପକାଇଛନ୍ତି। ତେବେ ଏହି ପଦକ୍ଷେପ କେତେ କାର୍ଯ୍ୟକାରୀ ହେଉଛି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Launching Ceremony of “AYUSHMAN BHARAT

Comments are closed.