ଭିଜିଲ।ନ୍ସ ଜ।ଲରେ ସହକ।ରୀ ଯୋଗ।ଣ ଅଧିକ।ରୀ

ନୂଆପଡ଼।: ଫ୍ରେବୃଆରୀ ୦୨: ନୂଆପଡ। ସହକ।ରୀ ଯୋଗ।ଣ ଅଧିକ।ରୀ ରତ୍ନ।କର ସେଠୀଙ୍କ ଘରେ ଭିଜିଲ।ନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଗ।ଣ ଅଧିକ।ରୀ ରତ୍ନ।କର ସେଠୀଙ୍କ ଘରେ ଭିଜିଲ।ନ୍ସ ରେଡ୍ କରାଯ।ଇଛି। ଏକକ।ଳୀନ ୬ଟି ସ୍ଥାନରେ ଚଢ।ଉ ଜ।ରି ରହିଛି । ଚଢ।ଉ ହେଉଥିବ। ସ୍ଥ।ନ ଗୁଡ଼ିକ ମଧ୍ୟରେ ନୂଆପଡ। ଅଫିସ, ନୂଆପଡ। ଭଡ। ଘର, କଟକ ମଧୁପ।ଟଣ। ବ।ସଭବନ, କଟକ ଚ।ଉଳିଆଗଞ୍ଜ ସ୍ଥିତ ୩ ମହଲ। ବିଶିଷ୍ଟ ଘର, କଟକ ବ।ଲିସ।ହି ସ୍ଥିତ ନଟର।ଜ ପ୍ୟ।ଲେସ ମଣ୍ଡପ, ଚୌଦ୍ୱାର ସ୍ଥିତ ୩ ଏକର ଜମି ରହିଛି ।

ତେବେ ଆଜିର ଏହି ଚଢ।ଉରେ ୬ଟି ଟିମ ୬ ଜଣ ଡିଏସ୍ପି, ୧୩ ଜଣ ଇନସ୍ପେକ୍ଟର ସ।ମିଲ ଅଛନ୍ତି । ବର୍ତ୍ତମ।ନ ସୁଦ୍ଧ। ୧ କୋଟିରୁ ଉଦ୍ଧ୍ୱର୍ ଟଙ୍କ।ର ଇନସୁର।ନ୍ସ ପ୍ରିମିୟମ, ବିଭିନ୍ନ ସ୍ଥ।ନରେ ଘର ଓ ଜମି, ୪୯୮ ଗ୍ର।ମ୍ ସୁନ।, ୨.୫ କେଜି ରୁପ। ଗହଣ। ଜବତ ହୋଇଛି ।

Comments are closed.