ନୂଆଦିଲ୍ଳୀ :ଜାନୁଆରୀ ୧୨: ବିବାହ ପରେ ବେଶ୍ ଚର୍ଚ୍ଚାକୁ ଆସିଥିବା ହିଟ୍ ଯୋଡି ଭିକି କୌଶଲ ଓ କ୍ୟ।ଟ୍ରିନ। କୈଫ୍ ଏକାଠି ନଜର ଆସିବେ ବଡ ପରଦାରେ। ବିବ।ହ ପରେ ଅଭିନେତ। ଭିକି ଓ କ୍ୟ।ଟ୍ରିନ।ଙ୍କୁ ପ୍ରଥମ ଥର ପ।ଇଁ ପରଦ।ରେ ଏକ।ଠି କ।ମ କରୁଥିବ।ର ଦେଖିବ।କୁ ମିଳିବ। ଏହି ଦମ୍ପତି ଏପର୍ଯ୍ୟନ୍ତ ଗୋଟିଏ ବି ଫିଲ୍ମରେ ଏକ।ଠି କ।ମ କରି କରିନ।ହ।ଁନ୍ତି। ନିର୍ଦ୍ଦେଶକ ଫରହ।ନ୍ ଅଖତରଙ୍କ ଫିଲ୍ମରେ କ୍ୟ।ଟ୍ରିନ। ଫାଇନାଲ ହୋଇଥିଲେ। ବର୍ତ୍ତମ।ନ ଶୁଣିବ।କୁ ମିଳିଛି ଯେ ଭିକି ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକ।ରେ ନଜର ଆସିବେ।
ରିପୋର୍ଟ ଅନୁଯ।ୟୀ, ଜିଲେ ଜର। ଫିଲ୍ମ ପ।ଇଁ ଭିକି ଓ କ୍ୟାଟଙ୍କୁ ଶିଲେକc କରାଯାଇଛି। ଯଦି ସେମାନେ ଏହି ଫିଲ୍ମ ପାଇଁ ରାଜି ହୁଅନ୍ତି ତେବେ ଏହା ଏକାଠି ତାଙ୍କର ପ୍ରଥମ ଫିଲ୍ମ ହେବ।

Comments are closed.