ଲୁକ୍‌ ବଦଳାଇବ ନୋଜ୍‌ ପିନ୍‌

ଯେତେବେଳେ ମହିଳାଙ୍କର ପାରମ୍ପରିକ ବେଶଭୂଷା ବିଷୟରେ ଆଲୋଚନା ହୁଏ, ନୋଜ୍‌ ପିନ୍‌ର ନାମ ନିଶ୍ଚିତ ଭାବରେ ଏଥିରେ ନିଆଯାଏ । ହେଲେ ଆଜିକାଲି ନୋଜ୍‌ ପିନ୍‌ର ଟ୍ରେଣ୍ଡ ବଦଳିଯାଇଛି । ମାର୍କେଟରେ ବିଭିନ୍ନ ପ୍ରକାର ଡିଜାଇନର ନୋଜ୍‌ ପିନ୍‌ ଉପଲବ୍ଧ ହେଉଛି । ବଡ଼ ନାକ ଓ ଛୋଟ ନାକ ନାକ ଥିବା ମହିଳାମାନେ ମଧ୍ୟ ନୋଜ୍‌ ପିନ୍‌ ଲଗାଇ ନିଜ ଲୁକ୍‌ ବଦଳାଇ ପାରିବେ ।
ସ୍ମଲ୍‌ ନୋଜ୍‌ ହୁପ୍‌

ଲୁକ୍‌ ବଦଳାଇବ ନୋଜ୍‌ ପିନ୍‌

ଏପରି ନୋଜ ପିନ୍‌କୁ ଯୁବତୀମାନେ ବେଶି ପସନ୍ଦ କରୁଛନ୍ତି । ଗୋଲେïନ, ସିଲଭର୍‌ ମେଟାଲରେ ଏହି ହୁ«କୁ ଆପଣ ପ୍ରତିଦିନ ମଧ୍ୟ ପିନ୍ଧିପାରିବେ ।

ସେପ୍‌ ନୋଜ୍‌ ଷ୍ଟଡ୍‌

ଲୁକ୍‌ ବଦଳାଇବ ନୋଜ୍‌ ପିନ୍‌

ଏହି ଡିଜାଇନର ନୋଜ୍‌ ପିନ୍‌ ଆଜିକାଲି ବେଶ୍‌ ପପୁଲାର ହୋଇଛି । ଏଥିରେ କ୍ୟାଟ୍‌ ସେପ୍‌, ହାର୍ଟ ସେପ୍‌, ଫ୍ଲୋରାଲ ଡିଜାଇନ କିଶୋରୀଙ୍କ ପ୍ରଥମ ପସନ୍ଦ ପାଲଟିଛି ।

ଡାଏମଣ୍ଡ ନୋଜ୍‌ ରିଙ୍ଗ୍‌

ଲୁକ୍‌ ବଦଳାଇବ ନୋଜ୍‌ ପିନ୍‌

ଏହି ନୋଜ୍‌ ପିନ୍‌ ଏଲିଗାଣ୍ଟ୍‌ ଲୁକ୍‌ ଦେବା ସହ ଅନ୍ୟଙ୍କଠୁ ଭିନ୍ନ ଲୁକ୍‌ ଦେବାରେ ସହାୟକ କରିଥାଏ । ଏହାକୁ ଯେକୌଣସି ବୟସର ନାରୀମାନେ ପିନ୍ଧିପାରିବେ ।

ଆଷ୍ଟ୍ରୋନୋମିକଲ୍‌ ନୋଜ୍‌ ପିନ୍‌

ଲୁକ୍‌ ବଦଳାଇବ ନୋଜ୍‌ ପିନ୍‌

ଏପରି ନୋଜ୍‌ ପିନ୍‌କୁ ଆପଣ ପାର୍ଟି କିମ୍ବା ଫଙ୍କସନ୍‌ରେ ଟ୍ରାଡିସନାଲ ଆଉଟଫିଟ୍‌ ସହ ପିନ୍ଧିପାରିବେ । ଅର୍ଦ୍ଧ ଚନ୍ଦ୍ରମା ଡିଜାଇନର ନୋଜ୍‌ ପିନ୍‌ ଆପଣଙ୍କୁ ୟୁନିକ୍‌ ଟଚ୍‌ ଦେବ ।

ପର୍ଲ ନୋଜ୍‌ ପିନ୍‌

ଲୁକ୍‌ ବଦଳାଇବ ନୋଜ୍‌ ପିନ୍‌

ପର୍ଲ ଦେଖିବାକୁ କ୍ଲାସି ଏବଂ ଷ୍ଟାଇଲିସ ଲାଗିଥାଏ । ଆପଣ ଏପରି ନୋଜ୍‌ ପିନ୍‌ ମଧ୍ୟ ଟ୍ରାଏ କରିପାରିବେ ।

ଟୁ ଲେୟାର ନୋଜ୍‌ ରିଙ୍ଗ୍‌

ଲୁକ୍‌ ବଦଳାଇବ ନୋଜ୍‌ ପିନ୍‌

ଏହା ବି ନୋଜ୍‌ ପିନ୍‌ର ଏକ ନୂଆ ଡିଜାଇନ, ଯାହା ଦୀର୍ଘ ସମୟ ଧରି ଟ୍ରେଣ୍ଡ୍‌ରେ ରହିଛି । ଏହା ଦେଖିବାକୁ ସାଧା ଲାଗେ କିନ୍ତୁ ପିନ୍ଧିବା ପରେ ଆପଣ ଷ୍ଟାଇଲିସ୍‌ ଲୁକ୍‌ ପାଇବେ ।

Launching Ceremony of “AYUSHMAN BHARAT

Comments are closed.