ଏମିତି ଦୀପାବଳି ପାଳିଲେ ପାଣ୍ଡିଆନ

ସମୟ ଲାଇଭ,୨୮/୧୦: ଦୀପାବଳିରେ ବିଭିନ୍ନ ବାଳାଶ୍ରମରେ ଏହି ପର୍ବ ପାଳନ କରିବାକୁ ବିଭିନ୍ନ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ କଳିଙ୍ଗ ଷ୍ଟାଡ଼ିୟମ ସ୍ଥିତ ସ୍ପୋର୍ଟସ ହଷ୍ଟେଲ ଯାଇଥିଲେ। ସେଠାରେ ସେ ବାଳିକା ମାନଙ୍କୁ ନିଜ ହାତରେ ମିଠା ବାଣ୍ଟିଥିଲେ। ଏହାସହ ବାଳିକାମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।
ପରେ ବାଳିକା ମାନଙ୍କ ସହ ପାଣ୍ଡିଆନ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ।

Launching Ceremony of “AYUSHMAN BHARAT

Comments are closed.