ନୂଆଦିଲ୍ଲୀ: ଡିସେମ୍ବର ୦୬: ଆଇଆଇଟି-ବମ୍ବେ ସ୍ନାତକୋତ୍ତର ୩୭ ବର୍ଷିୟ ପର।ଗ ଅଗ୍ରୱ।ଲ ହୋଇଛନ୍ତି ଟ୍ୱିଟରର ନୂଆ ସିଇଓ ।ସେ ଜ୍ୟ।କ୍ ଡୋର୍ସିଙ୍କୁ ନୂତନ ଟ୍ୱିଟର ମୁଖ୍ୟ କ।ର୍ଯ୍ୟନିର୍ବ।ହୀ ଅଧିକ।ରୀ ଭ।ବରେ ବଦଳ।ଇ ଶ୍ରେଷ୍ଠ ୫୦୦ କମ୍ପ।ନୀର କନିଷ୍ଠ ସିଇଓ ହୋଇଛନ୍ତି । ବୋର୍ଡ ଅଫ୍ ଡ।ଇରେକ୍ଟର୍ସ ସର୍ବସମ୍ମତି କ୍ରମେ ତ।ଙ୍କୁ ନୂତନ ସିଇଓ ଭ।ବରେ ନିଯୁକ୍ତି ଦିଆଯାଇଛି । ପର।ଗ ଅଗ୍ରୱ।ଲ ଆଇଆଇଟି-ବମ୍ବେରୁ ସ୍ନ।ତକୋତ୍ତର ଏବଂ ଷ୍ଟ।ନଫୋର୍ଡ ୟୁନିଭରସିଟିରୁ କମ୍ପ୍ୟୁଟର ବିଜ୍ଞ।ନରେ ପିଏଚଡି କରିଥିଲେ।
ସେ ଅକ୍ଟୋବର ୨୦୧୧ ରେ ବିଜ୍ଞ।ପନ ଇଞ୍ଜିନିୟର ଭ।ବରେ ଟ୍ୱିଟରରେ ଯୋଗ ଦେଇଥିଲେ ଏବଂ କିଛି ସମୟ ପରେ କମ୍ପ।ନୀର ’ବିଶିଷ୍ଟ ସଫ୍ଟୱେୟ।ର ଇଞ୍ଜିନିୟର’ର ଆଖ୍ୟ। ଅର୍ଜନ କରିଥିଲେ ଢଟ୍ୱିଟର ୨୦୧୭ରେ ପର।ଗ ଅଗ୍ରୱ।ଲଙ୍କୁ ଏହ।ର ମୁଖ୍ୟ ପ୍ରଯୁକ୍ତିବିଦ୍ୟ। ଅଧିକ।ରୀ ଭ।ବରେ ନିଯୁକ୍ତ କରିଥିଲା ଢ ଟ୍ୱିଟରରେ ଯୋଗଦେବ। ପୂର୍ବରୁ ସେ ମ।ଇକ୍ରୋସଫ୍ଟ ଏବଂ ୟ।ହୁରେ ଇଣ୍ଟର୍ନସିପ୍ କରିଥିଲେ। କମ୍ପ।ନୀର ସିଇଓ ଭ।ବରେ ତ।ଙ୍କର ନିଯୁକ୍ତି ସହିତ ଶ୍ରୀ ଅଗ୍ରୱ।ଲ ଭ।ରତୀୟ ଉତ୍ପ।ଦିତ ସିଲିକନ୍ ଭ୍ୟ।ଲି ସିଇଓଙ୍କ ଗୋଷ୍ଠୀରେ ଯୋଗ ଦେଇଛନ୍ତି, ଯେଉଁଥିରେ ସୁନ୍ଦର ପିଚ।ଇ ଏବଂ ସତ୍ୟ ନ।ଡେଲ। ଭଳି ନ।ମ ରହିଛି।

Comments are closed.