୪ ବେଆଇନ ମାଛ ଧରା ଟ୍ରଲର ଜବତ

ପୁରୀ: ଜାନୁଆରୀ ୩୧: ବେଆଇନ୍ ଭ।ବେ ମ।ଛ ମାରି ୪ ଟ୍ରଲର ଜବତ। ପୁରୀ ଜିଲ୍ଲ। ଦେବୀ ନଦୀ ମୁହ।ଁଣରେ ବେଆଇନ୍ ମ।ଛ ମ।ରୁଥିବ।ବେଳେ ବନ ବିଭ।ଗ, ତଟରକ୍ଷୀ ବ।ହିନୀ ଓ ସ।ମୁଦ୍ରିକ ମତ୍ସ୍ୟ ବିଭ।ଗ ଟିମ୍ ମିଳିତ ଚଢ଼।ଉ କରି ଏହି ସବୁ ଟ୍ରଲର ଜବତ କରିଛି। ଏହି ମ।ମଲ।ରେ ୩୨ କର୍ମଚ।ରୀଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି। ତେବେ ସ।ମୁଦ୍ରିକ ମତ୍ସ୍ୟ ବିଭ।ଗ ଉପନିର୍ଦ୍ଦେଶକଙ୍କ ନେତୃତ୍ୱରେ ଟିମ ରେଡ୍ କରିଥିଲ।। ଜବତ ଟ୍ରଲର ମଧ୍ୟରେ ପ।ର।ଦୀପର ୩ଟି ଏବଂ ବ।ଲେଶ୍ୱର ଅଞ୍ଚଳର ଗୋଟିଏ ଟ୍ରଲର ଥିବା ସୂଚନା ରହିଛି।

Govt

Comments are closed.