ରାଜଧାନୀର ସବୁ ଟ୍ରାଫିକ ପୋଷ୍ଟ ଆଜି ଅନ୍ଧାର

ସମୟ ଲାଇଭ,୨୫/୧୦ : ଦୁଇ ଦିନର ଲଗାଣ ବର୍ଷା ଫଳରେ ରାଜଧାନୀ ଭବନେଶ୍ୱରର ସବୁ ଟ୍ରାଫିକ ପୋଷ୍ଟ ଆଜି ଅନ୍ଧାର ରହିବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି। କାରଣ ରାଜଧାନୀର ଟ୍ରାଫିକ ପୋଷ୍ଟ ଗୁଡିକ ସୋଲାର ସେଲରେ ଚାର୍ଜ ହେଇଥାଏ। କିନ୍ତୁ ଦୁଇ ଦିନର ଲଗାଣ ବର୍ଷାରେ ସ୍ମାର୍ଟ ସିଟି ଅବସ୍ଥା ବେହାଲ ହୋଇଯାଇଛି ଓ ସୋଲାର ସେଲ ଗୁଡ଼ିକ ଚାର୍ଜ ହୋଇପାରିନାହିଁ।

Launching Ceremony of “AYUSHMAN BHARAT

Comments are closed.