ଭୁବନେଶ୍ୱର: ସେପ୍ଟେମ୍ବର ୨୦ : ଆଜି ରାଜ୍ୟରେ ୬୨, ୫୦୯ ସ୍ୱାବ ଟେଷ୍ଟ ମଧ୍ୟରୁ ୫୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୯ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୨୯୭ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୧୩ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୨୦ ହଜାର ୭୫୪ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୭୪୬ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୭ ହଜାର ୬୬ ଜଣ ସୁସ୍ଥ ହୋଇସାରିଲେଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫, ୪୯୪ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ୬ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୮, ୧୪୧ ଜଣଙ୍କର ମୃତୁ୍ୟ ହୋଇସାରିଲାଣି ।
Covid-19 Report For 19th September
New Positive Cases 510
Of which 0-18 years: 79
In quarantine: 297
Local contacts: 213(Details of local contacts will be shared by concerned Dist Administration)
District Wise Cases:
1. Angul: 3
2. Balasore: 33
3. Bhadrak: 9
4. Balangir: 1— I & PR Department, Odisha (@IPR_Odisha) September 20, 2021
22. Rayagada: 3
23. Sambalpur: 9
24. Sundargarh: 3
25. State Pool: 47New recoveries: 746
Cumulative tested: 19319191
Positive: 1020754
Recovered: 1007066
Active cases: 5494— I & PR Department, Odisha (@IPR_Odisha) September 20, 2021
Comments are closed.