ଭୁବନେଶ୍ୱର: ଜାନୁଆରୀ ୨୫ : ଗତକାଲି ଅପେକ୍ଷା ଆଜି ରାଜ୍ୟରେ କରୋନା ସଂକ୍ରମିତିଙ୍କ ସଂଖ୍ୟା କମ୍ ରହିଛି । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୭ ହଜାରରୁ ଊର୍ଦ୍ଧ୍ୱ ଥିଲା ବେଳେ ଆଜି ୫ ହଜାର ପାଖାପାଖି ସଂକ୍ରମିତଙ୍କ ସଂଖ୍ୟା ରହିଛି, ଯାହା ଏକ ଆଶ୍ୱସ୍ତିକର କଥା । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୯, ୮୦୭ ସ୍ୱାବ ଟେଷ୍ଟ ମଧ୍ୟରୁ ୫, ୮୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୮୫୨ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୩, ୪୧୩ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨, ୪୭୮ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୨ ଲକ୍ଷ ୧୭ ହଜାର ୮୪୨ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
୨୪ ଘଣ୍ଟାରେ ୧୦ ହଜାର ୩୦୯ ଜଣ ସୁସ୍ଥ ହୋଇଥିଲା ବେଳେ ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ୧୧ଲକ୍ଷ ୩୧ ହଜାର ୯୧୭ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ଆଜି କରୋନାରେ ୭ ଜଣଙ୍କର ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ଏବେ ୮ ହଜାର ୫୩୨ ଜଣ କରୋନାରେ ମୃତୁ୍ୟବରଣ କରିସାରିଲେଣି । ଏବେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୭୭ ହଜାର ୩୪୦ ରହିଛି ।
Covid-19 Report For 24th Jan
New Positive Cases: 5891
Of which 0-18 years: 852
In quarantine: 3413
Local contacts: 2478(Details of local contacts will be shared by concerned District)
1. Angul: 106
2. Balasore: 234
3. Bargarh: 85
4. Bhadrak: 94
5. Balangir: 138
6. Boudh: 93— I & PR Department, Odisha (@IPR_Odisha) January 25, 2022
7. Cuttack: 482
8. Deogarh: 61
9. Dhenkanal: 133
10. Gajapati: 96
11. Ganjam: 75
12. Jagatsinghpur: 108
13. Jajpur: 219
14. Jharsuguda: 35
15. Kalahandi: 188
16. Kandhamal: 73
17. Kendrapada: 114
18. Keonjhar: 137
19. Khurda: 1500
20. Koraput: 128
21. Malkangiri: 52— I & PR Department, Odisha (@IPR_Odisha) January 25, 2022
New recoveries: 10309
Cumulative tested: 27253665
Positive: 1217842
Recovered: 1131917
Active cases: 77340— I & PR Department, Odisha (@IPR_Odisha) January 25, 2022
Comments are closed.