ଭୁବନେଶ୍ୱର: ଜାନୁଆରୀ ୨୪ : ଗତକାଲି ଅପେକ୍ଷା ଆଜି ରାଜ୍ୟରେ କରୋନା ସଂକ୍ରମିତିଙ୍କ ସଂଖ୍ୟା କମ୍ ରହିଛି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧, ୯୬୯ ସ୍ୱାବ ଟେଷ୍ଟ ମଧ୍ୟରୁ ୭, ୨୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୯୫୪ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଯାହା ଏକ ଆଶ୍ୱସ୍ତିକର କଥା ।
ଆଜିର ସଂକ୍ରମଣଙ୍କ ମଧ୍ୟରୁ ୪, ୨୨୬ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩, ୦୬୫ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୨ ଲକ୍ଷ ୧୧ ହଜାର ୯୫୧ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୧୦ ହଜାର ୮୪୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୧ ଲକ୍ଷ ୨୧ ହଜାର ୬୦୮ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ଦେଶରେ କରୋନରେ ୫ ଜଣଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନାରେ ୮ ହଜାର ୫୨୫ ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୧ ହଜାର ୭୬୫ ରହିଛି ।
Covid-19 Report For 23rd Jan
New Positive Cases: 7291
Of which 0-18 years: 954
In quarantine: 4226
Local contacts: 3065(Details of local contacts will be shared by concerned District)
1. Angul: 183
2. Balasore: 343
3. Bargarh: 130
4. Bhadrak: 97
5. Balangir: 218
6. Boudh: 55— I & PR Department, Odisha (@IPR_Odisha) January 24, 2022
7. Cuttack: 561
8. Deogarh: 62
9. Dhenkanal: 96
10. Gajapati: 95
11. Ganjam: 50
12. Jagatsinghpur: 121
13. Jajpur: 203
14. Jharsuguda: 83
15. Kalahandi: 173
16. Kandhamal: 98
17. Kendrapada: 109
18. Keonjhar: 132
19. Khurda: 1705
20. Koraput: 111
21. Malkangiri: 57— I & PR Department, Odisha (@IPR_Odisha) January 24, 2022
New recoveries: 10841
Cumulative tested: 27193858
Positive: 1211951
Recovered: 1121608
Active cases: 81765— I & PR Department, Odisha (@IPR_Odisha) January 24, 2022
Comments are closed.