ଭୁବନେଶ୍ୱର: ଡିସେମ୍ବର ୨୮ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨୦ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୯୩ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୬୩ ରହିଛି । ଖୋର୍ଦ୍ଧାରେ ସର୍ବାଧିକ ୮୩ ଜଣ ସଂକ୍ରମିତ ଚହ୍ନଟ ହୋଇଛିନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୫୪ ହଜାର ୧୬୦ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୧୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୪୪ ହଜାର ୦୯୩ ଜଣ ସୁସ୍ଥ ହୋଇସାରିଲେଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୫୫୯ ରହିଛି ।
Covid-19 Report For 27th December
New Positive Cases: 156
Of which 0-18 years: 20
In quarantine: 93
Local contacts: 63(Details of local contacts will be shared by concerned District)
1. Balasore: 6
2. Bhadrak: 3
3. Cuttack: 6
4. Dhenkanal: 2
5. Ganjam: 3
6. Jagatsinghpur: 2— I & PR Department, Odisha (@IPR_Odisha) December 28, 2021
7. Jajpur: 5
8. Jharsuguda: 5
9. Keonjhar: 4
10. Khurda: 83
11. Koraput: 1
12. Mayurbhanj: 2
13. Nayagarh: 1
14. Puri: 5
15. Sambalpur: 3
16. Sundargarh: 5
17. State Pool: 20New recoveries: 167
Cumulative tested: 25335656
Positive: 1054160
Recovered: 1044093
Active cases: 1559— I & PR Department, Odisha (@IPR_Odisha) December 28, 2021
Comments are closed.