ଭୁବନେଶ୍ୱର: ଡିସେମ୍ବର ୧୮ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧, ୦୭୭ ସ୍ୱାବ ଟେଷ୍ଟ ମଧ୍ୟରୁ ୧୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨୯ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୭୨ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୫୨ ହଜାର ୬୪୧ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୨୨୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୪୨ ହଜାର ୨୨୪ ଜଣ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ରାଜ୍ୟରେ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଏବେ ରାଜ୍ୟରେ ୮, ୪୪୨ ଜଣଙ୍କର କରୋନାରେ ମୃତୁ୍ୟ ହୋଇସାରିଲାଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୯୨୨ ରହିଛି ।
Covid-19 Report For 17th December
New Positive Cases: 169
Of which 0-18 years: 29
In quarantine: 97
Local contacts: 72(Details of local contacts will be shared by concerned District)
1. Balasore: 2
2. Bhadrak: 2
3. Balangir: 2
4. Cuttack: 9
5. Deogarh: 5
6. Gajapati: 3— I & PR Department, Odisha (@IPR_Odisha) December 18, 2021
7. Ganjam: 7
8. Jajpur: 3
9. Jharsuguda: 2
10. Kendrapada: 1
11. Khurda: 88
12. Mayurbhanj: 3
13. Nayagarh: 2
14. Puri: 2
15. Sambalpur:10
16. Sundargarh: 9
17. State Pool: 19New recoveries: 222
Cumulative tested: 24769208
Positive: 1052641
Recovered: 1042224
Active cases: 1922— I & PR Department, Odisha (@IPR_Odisha) December 18, 2021
Comments are closed.