ଭୁବନେଶ୍ୱର: ନଭେମ୍ବର ୧୬ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୩୨ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୧୨୧ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୮୫ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୪୫ ହଜାର ୮୬୨ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ୨୪ ଘଣ୍ଟାରେ ୨ଜଣ ସଂକ୍ରମିତଙ୍କର ମୃତୁ୍ୟ ହୋଇଥିଲା ବେଳେ ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୮, ୩୮୧ ଜଣଙ୍କର ମୃତୁ୍ୟ ହୋଇସାରିଲାଣି ।
ସେହିପରି ୨୪ ଘଣ୍ଟାରେ ୨୫୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୩୪ ହଜାର ୭୫୯ ଜଣ ସୁସ୍ଥ ହୋଇସାରିଲେଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨, ୬୬୯ ରହିଛି ।
Covid-19 Report For 15th November
New Positive Cases: 206
Of which 0-18 years: 32
In quarantine: 121
Local contacts: 85(Details of local contacts will be shared by concerned District)
1. Angul: 2
2. Balasore: 3
3. Bhadrak: 3
4. Boudh: 2
5. Cuttack: 15
6. Dhenkanal: 1— I & PR Department, Odisha (@IPR_Odisha) November 16, 2021
7. Ganjam: 3
8. Jagatsinghpur: 4
9. Jajpur: 12
10. Jharsuguda: 3
11. Kandhamal: 1
12. Kendrapada: 2
13. Khurda: 120
14. Sambalpur: 3
15. Sundargarh: 5
16. State Pool: 27New recoveries: 254
Cumulative tested: 22945986
Positive: 1045862
Recovered: 1034759
Active cases: 2669— I & PR Department, Odisha (@IPR_Odisha) November 16, 2021
Comments are closed.