ଭୁବନେଶ୍ୱର: ନଭେମ୍ବର ୦୬ : ୨୪ ଘଣ୍ଟା ମଧ୍ୟରେ ୨୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨୮ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମିତଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୮୯ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୪୩ ହଜାର ୧୫୧ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୫୩୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୩୧ ହଜାର ୪୨୫ ଜଣ ସୁସ୍ଥ ହୋଇସାରିଲେଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩, ୩୧୯ ରହିଛି ।
Covid-19 Report For 5th November
New Positive Cases: 208
Of which 0-18 years: 23
In quarantine: 119
Local contacts: 89(Details of local contacts will be shared by concerned District)
1. Balasore: 3
2. Bargarh: 1
3. Bhadrak: 1
4. Boudh: 1
5. Cuttack: 20
6. Deogarh: 1— I & PR Department, Odisha (@IPR_Odisha) November 6, 2021
21. Sundargarh: 8
22. State Pool: 23New recoveries: 536
Cumulative tested: 22348388
Positive: 1043151
Recovered: 1031425
Active cases: 3319— I & PR Department, Odisha (@IPR_Odisha) November 6, 2021

Comments are closed.