ଭୁବନେଶ୍ୱର: ଅକ୍ଟୋବର ୨୮ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୦, ୧୯୪ ସ୍ୱାବ ଟେଷ୍ଟ ମଧ୍ୟରୁ ୪୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬୩ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୨୩୭ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୭୫ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୪୦ ହଜାର ୨୩୦ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୩୩୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୨୭ ହଜାର ୧୦୮ ଜଣ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ରାଜ୍ୟରେ ୪ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଏବେ ରାଜ୍ୟରେ ୮,୩୨୨ ଜଣଙ୍କର କରୋନାରେ ମୃତୁ୍ୟ ହୋଇସାରିଲାଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪, ୭୪୭ ରହିଛି ।
Covid-19 Report For 27th October
New Positive Cases: 412
Of which 0-18 years: 63
In quarantine: 237
Local contacts: 175(Details of local contacts will be shared by concerned District)
1. Balasore: 11
2. Bargarh: 5
3. Bhadrak: 6
4. Balangir: 1
5. Cuttack: 46
6. Deogarh: 7— I & PR Department, Odisha (@IPR_Odisha) October 28, 2021
23. Rayagada: 4
24. Sambalpur: 8
25. Sundargarh: 7
26. State Pool: 44New recoveries: 334
Cumulative tested: 21789353
Positive: 1040230
Recovered: 1027108
Active cases: 4747— I & PR Department, Odisha (@IPR_Odisha) October 28, 2021

Comments are closed.