ମୁମ୍ବ।ଇ:ଡିସେମ୍ବର ୩୦: ଦୀର୍ଘ ଦୁଇ ବର୍ଷ ପରେ ମଧ୍ୟ କରୋନା ନିଜର କାୟା ବିସ୍ତାର କରି ଚାଲିଛି। ଏପରିକି ବର୍ତ୍ତମାନ କରୋନାର ନୂଆ ଏକ ଭାରିଆଣ୍ଟ ସମସ୍ତଙ୍କ ମନକୁ ପୁଣି ଭୟାବହତା ଆଡକୁ ଠେଲି ନେଉଛି। ଏହି କରୋନାର ନୂଆ ପ୍ରଜାତି ଓମିକ୍ରନ ବେଶି ପ୍ରଭାବିତ କରିଛି ମନୋରଞ୍ଜନକୁ। ଏହାର ପ୍ରଥମ ଶିକାର ହୋଇଛି ଫ୍ଲମ ଜଗତ। ଏଥିପାଇଁ ନିଜକୁ ଓ ଦର୍ଶକଙ୍କ ସୁରକ୍ଷାକୁ ନଜରରେ ରଖି ସମସ୍ତଙ୍କୁ ଖୁସିର ଡୋସ୍ ଓ ହସାଇବାର ସୋ କପିଲ ଶର୍ମା ଶୋ ବର୍ତ୍ତମାନ କିଛି ସମୟ ପାଇଁ ଦର୍ଶକଙ୍କ ଗହଣରୁ ବିରତି ନେଇଛି।
ସୂଚନ। ଅନୁଯ।ୟୀ, ଶୋଦ ଡିସେମ୍ବର ୨୮ ର।ତିରେ ଶୁଟିଂ ଶେଷ କରି ଏକ ସପ୍ତ।ହ ପ।ଇଁ ବିରତି ନେଇଛି। ଜ।ନୁଆରୀ ପ୍ରଥମ ସପ୍ତ।ହରେ ପୁଣିଥରେ ସୁଟିଂ ଆରମ୍ଭ ହେବ ବୋଲି ଆଶ। କର।ଯ।ଉଛି। ଅନ୍ୟପଟେ ଶୋର ଜଜ୍ ଅର୍ଚ୍ଚନା ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି।
Comments are closed.