ତ୍ୱଚା ପାଇଁ ଉପାରୀ ପୁଦିନା

ସର୍ବଦା ତ୍ୱଚ୍ଚାପାଇଁ ଘରୋଇ ଉପଚାର ସ୍ୱାସ୍ଥ୍ୟ ପ୍ରଦ ହୋଇଥାଏ । ଏହା ସହ ଏହି ଘରୋଇ ଉପଚାର ଯଦି ନିଜ ବାଡି ବଗିଚାରେ ଥିବା ଗଛ ପତ୍ରରୁ ହୁଏ ତାହାହେଲେ ଆହୁରି ହିତ କାରକ । ସମସସ୍ତଙ୍କ ବାଡିରେ ପୁଦିନା ଗଛ ରହିଥାଏ । ପୁଦିନା ପତ୍ରର ଅନେକ ଔଷଧୀୟ ଗୁଣ ରହିଥିବାରୁ ଏହାକୁ ସମସ୍ତ ଖାଦ୍ୟରେ ବ୍ୟବହାର କରନ୍ତି । ଏହାସହ ଏହାର ସ୍ୱାଦ ପାଇଁ ମଧ୍ୟ ସମସ୍ତେ ଏହାକୁ ବ୍ୟବହାର କରନ୍ତି । ତେବେ ଆସ;ୁ ଜାଣିବା ପୁଦିନାର ତ୍ୱଚ୍ଚାପାଇଁ ଉପକାର

୧. ମୁହଁରେ ଦେଖାଯାଉଥିବା ବ୍ଲାକ୍‌ହେଡ ଦୂର କରିବା ପାଇଁ ପୁଦିନା ବେଶ୍‌ ଉପକାରୀ । କିଛି ପୁଦିନା ପତ୍ରକୁ ଅଳ୍ପ ପାଣିରେ ଫୁଟା;ୁ । ଏହାପରେ ପତ୍ରକୁ ଛାଣି ଭଲଭାବେ ବାଟି ଦିଅ;ୁ । ଏଥିରେ ସ୍ୱଳ୍ପ ପରିମାଣର ହଳଦୀ ମିଶାଇ ମୁହଁରେ ଲଗା;ୁ । ବ୍ଲାକହେଡ୍‌ ହୋଇଥିବା ସ୍ଥାନରେ ଅଳ୍ପ ସମୟ ପାଇଁ ରଗଡ;ୁ । ଏହାପରେ ଥଣ୍ଡା ପାଣିରେ ଧୋଇଦିଅ;ୁ ।

ତ୍ୱଚା ପାଇଁ ଉପାରୀ ପୁଦିନା

୨. ପୁଦିନା ପତ୍ରକୁ ବାଟି ଆପଣ ଫେସ୍‌ ପ୍ୟାକ୍‌ ଭାବେ ମଧ୍ୟ ଲଗାଇପାରିବେ । ଏଥିରେ ଭରପୂର ମାତ୍ରାରେ ଆଣ୍ଟିବ୍ୟାକ୍‌ଟେରିଆଲ ତ‰ ରହିଛି ଯାହା ବ୍ରଣ କଳାଦାଗ ପାଇଁ ବହୁତ ଭଲ ।

୩. ସେହିଭଳି ଆଣ୍ଟି ରିଙ୍କଲ ଭାବେ ପୁଦିନା ବେଶ ଭଲ କାମ କରିଥାଏ । ପୁଦିନାକୁ ଫୁଟାଇ ଛାଣି ଦିଅ;ୁ । ଏହାର ସିଝା ପାଣିକୁ ମୁହଁରେ ଲଗାଇ କିଛି ସମୟ ରଖ;ୁ । ତାପରେ ଧୋଇଦିଅ;ୁ । ଏପରି ଭାବେ ସପ୍ତାହକୁ ୨ରୁ ୩ଥର କର;ୁ । ଏହା ରିଙ୍କଲ ଦୂର କରିଥାଏ ।

୪. ସ୍କ୍ରିନ ଆଲର୍ଜି କିମ୍ବା ବ୍ୟାକ୍‌ଟେରିଆ ଇନ୍‌ଫକେସନ୍‌ ପାଇଁ ପୁଦିନା ଔଷଧ ଭଳି କାମ କରିଥାଏ । ପୁଦିନା ପତ୍ର ବଟାକୁ ମୁହଁରେ କିଛି ସମୟ ପାଇଁ ଲଗା;ୁ । ଆଲର୍ଜିରୁ ମୁକ୍ତି ମିଳିବ ।

ତ୍ୱଚା ପାଇଁ ଉପାରୀ ପୁଦିନା

୫. କେଶ ପାଇଁ ମଧ୍ୟ ପୁଦିନା ପତ୍ର ବେଶ ଉପକାରୀ । ଏହାକୁ କେଶରେ ଲଗାଇବା ଦ୍ୱାରା କେଶ ଘନ ହେବା ସହ ଝଡିବା ବନ୍ଦ ହୋଇଥାଏ । ଏହାକୁ ବାଟି ପ୍ୟାକ୍‌ କରି କେଶରେ ଲଗା;ୁ ।

Launching Ceremony of “AYUSHMAN BHARAT

Comments are closed.