Feature ବିଶ୍ୱ ହେପାଟାଇଟିସ୍ ଦିବସ Jul 28, 2025 0 ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ହେପାଟାଇଟିସ୍ ଦିବସ । ଏହି ଦିବସ ପାଳନର ଏକମାତ୍ର ଉଦ୍ଦେଶ୍ୟ ଲୋକମାନଙ୍କ ଭିତରେ ଏହି ରୋଗକୁ ନେଇ ସଚେତନତା ସୃଷ୍ଟି କରିବା । ଏହାର ଅନେକ ପ୍ରକାର ରହିଥାଏ ଯଥା…