ଓଡ଼ିଶା ବସ୍ ଡ୍ରାଇଭର୍ ବଖାଣିଲେ କଳିଙ୍ଗା ଘାଟିର ଦୁର୍ଘଟଣା ଘଟଣା May 25, 2022 ଭୁବନେଶ୍ୱର: ମେ ୨୫: ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ବଡ଼ଧରଣର ଦୁର୍ଘଟଣା ଘଟିଥିଲା । ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ୍ ଓଲଟି ୬ ଜଣଙ୍କ ଜୀବନ ଚାଲି ଯିବା ସହିତ…
ମନୋରଞ୍ଜନ ବଢ଼ୁଛି ‘କଚ୍ଚା ବାଦାମ’ ଗାୟକଙ୍କ ଡିମାଣ୍ଡ Feb 19, 2022 ଦିଲ୍ଲୀ: ସୋସିଆଲ ମିଡିଆରେ ଆଜିକାଲି ଟ୍ରେଣ୍ଡ୍ରେ ଥିବା ‘କଚ୍ଚା ବାଦାମ’ ଗୀତର ତାଳେ ତାଳେ ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ଏହାର ଗାୟକ ଭୁବନ ବାଦାୟକର ମଧ୍ୟ ବେଶ୍ ଲୋକପ୍ରିୟ…
ଦେଶ- ବିଦେଶ କୋଲକାତାକୁ ବ୍ରିଟେନରୁ ଆସୁଥିବ। ସବୁ ବିମ।ନ ଅବତରଣ ନିଷିଦ୍ଧ Dec 31, 2021 କୋଲକ।ତ।: ଡିସେମ୍ବର ୩୧: ପଶ୍ଚିମବଙ୍ଗରେ ବଢୁଥିବ। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ର।ଜ୍ୟ ସରକ।ର କଡ଼। ପଦକ୍ଷେପ ନେଇଛନ୍ତି। ଏଥିରେ ନେତ।ଜୀ ସୁଭ।ଷଚନ୍ଦ୍ର ବୋଷ ଅନ୍ତର୍ଜ।ତୀୟ ବିମ।ନ ବନ୍ଦରକୁ ବ୍ରିଟେନରୁ ଆସୁଥିବ। ସବୁ…
Feature ସୁନା ମାସ୍କ Nov 12, 2021 କୋଲକାତା: କରୋନା ଏବଂ ଅନ୍ୟାନ୍ୟ ରୋଗ ଭୟରୁ ମାସ୍କ ଏବେ ସାଧାରଣ ଜୀବନର ଦୈନିକ ଅବାଶ୍ୟକୀୟ ହୋଇଗଲାଣି । ମାସ୍କର ଚାହିଦା ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଲାଣି । ଚାହିଦାକୁ ଦେଖି ବ୍ୟବସାୟୀମାନେ ମଧ୍ୟ ବିଭିନ୍ନ ପ୍ରକାର…
ଦେଶ- ବିଦେଶ କୋଲକାତା ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ Nov 5, 2021 କୋଲକାତା: ନଭେମ୍ବର ୦୫: ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ସୁବ୍ରତ ମୁଖାର୍ଜୀଙ୍କ ଗତକାଲି ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ନିଶ୍ୱାସ ନେବାରେ ତାଙ୍କୁ କଷ୍ଟ ହେଉଥିଲା । କୋଲାକାତାର ଏକ…