Browsing Tag

viral in social media

ବିଜେପିରେ ସାମିଲ ହେବେ କି ଧୋନୀ

ନୂଆଦିଲ୍ଲୀ: କ୍ରିକେଟ୍‌ ଦୁନିଆରେ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା କ୍ୟାପଟେନ୍‌ କୁଲ୍‌ ଏବେ ଆଉ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । କୁହାଯାଉଛି ମହେନ୍ଦ୍ର ସିଂ ଧୋନୀ ଆଗକୁ ବିଜେପିରେ ସାମିଲ ହୋଇ ନିର୍ବାଚନ ମୈଦାନକୁ…

ଚର୍ଚ୍ଚ।ରେ ମ।ଙ୍କଡ଼ର ପ୍ରତିଶୋଧ: ନେଲେଣି ୨୫୦ କୁକୁର ଶାବକଙ୍କ ଜୀବନ

ମହାରାଷ୍ଟ୍ର: ଡିସେମ୍ବର ୨୧: ଚର୍ଚ୍ଚ।ରେ ମ।ଙ୍କଡ଼ର ପ୍ରତିଶୋଧ। ପଶୁ ଯେ ମଷିଣଙ୍କ ଭଳି ପ୍ରତିଶୋଧ ପର।ୟଣ ହୋଇପ।ରେ, ତ।ର ଏକ ନମୁନ। ସ।ମ୍ନ।କୁ ଆସିଛି । ଯେଉଁଠି, ମ।ଙ୍କଡ଼ ନେଲାଣି ୨୫୦ କୁକୁର ଛୁଆଙ୍କ ଜୀବନ। ବିଡ୍ ଜିଲ୍ଲ।ର…

ଚର୍ଚ୍ଚାରେ ଜୁନିଅର ଯୋଗୀ

ନୋଏଡ଼ା: ଆଜିକାଲି ଇଣ୍ଟରନେଟ୍‌ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବାଳକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବେଶରେ ଦେଖାଯାଉଛନ୍ତି । କେବଳ ସେତିକି ନୁହେଁ ଏହି ନକଲି ମୁଖ୍ୟମନ୍ତ୍ରୀ…