ଓଡ଼ିଶାରେ ୨୪ ଘଣ୍ଟାରେ ୧୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ: ମୋଟ ମୃତ୍ୟୁ ସଂଖ୍ୟା ୨୪୭ କୁ ବୃଦ୍ଧି
ଭୁବନେଶ୍ୱର: ଅଗଷ୍ଟ ୭: ଓଡିଶା ରେ ୨୪ ଘଣ୍ଟାରେ ୧୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି । ସେଥିମଧ୍ୟରୁ ଗଂଜାମ ଓ ସୁନ୍ଦରଗଡ ରୁ ୩ ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବା ବେଳେ ଭଦ୍ରକ , ଢେଙ୍କାନାଳ, ଗଜପତି , କେନ୍ଦ୍ରାପଡ଼ା ,…