ଓଡ଼ିଶା ଲେମ୍ବୁ ପରେ ଏବେ ଆକାଶ ଛୁଆଁ ହେଲା ଟମାଟୋ May 4, 2022 କଟକ: ମଇ ୦୪: ଖାଉଟିଙ୍କ ପାଇଁ ଚିନ୍ତା ସାଜିଛି ମହଙ୍ଗା ମାଜ । ଲେମ୍ୱୁ ପରେ ଏବେ ହଠାତ ଆକାଶ ଛୁଆଁ ହୋଇଛି ଟମାଟୋ ଦର । ଗତ ତିନି ଚାରି ଦିନ ତଳେ ଟମାଟୋ କିଲୋ ପିଛା ୨୫-୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଦର ଆସି…