ଆସନ୍ତା କାଲିଠାରୁ ସ୍ପେସାଲ ଓଜେଇଇ, ରାଜ୍ୟର ୨୮ଟି ସହରରେ ହେବ ପରୀକ୍ଷା କେନ୍ଦ୍ର
ଭୁବନେଶ୍ବର: ରାଜ୍ୟରେ ସେପ୍ଟେମ୍ୱର ୩ରୁ ଆରମ୍ଭ ହେବାକୁ ଯାଉଛି ସ୍ପେସାଲ ଓଜେଇଇ ପରୀକ୍ଷା । ଏଥିପାଇଁ ୩ଟି ତାରିଖ ଧାର୍ଯ୍ୟ କରାଯାଇଛି I ସେହିଅନୁସାରେ ଏହା ସେପ୍ଟେମ୍ବର ୩,୪ ଓ ୭ ତାରିଖରେ ଅନୁଷ୍ଠିତ ହେବ। ଏମବିଏ, ବି ଟେକ,…