’ୟୁଜ୍ ଆଣ୍ଡ୍ ଥ୍ରୋ’ ସଂସ୍କୃତି ଆଜିକାଲି ବୈବାହିକ ସମ୍ପର୍କକୁ ପ୍ରଭାବିତ କରୁଛି : କେରଳ ହାଇକୋର୍ଟ
ତିରୁଅନନ୍ତପୁରମ୍ : କେରଳ ହାଇକୋର୍ଟ ଆଜିର ସମାଜରେ ବିବାହ ଓ ଏହାର ପବିତ୍ରତା ନଷ୍ଟ ହେଉଥିବା ନେଇ ନିଜର ଉଦ୍ବେଗ ପ୍ରକାଶ କରିଛନ୍ତି । ଜଷ୍ଟିସ୍ ଏ ମହମ୍ମଦ ମୁସ୍ତାକ ଓ ଜଷ୍ଟିସ୍ ସୋଫି ଟମାସଙ୍କ ଖଣ୍ଡପୀଠ କହିଲେ ଯେ…