ଦେଶ- ବିଦେଶ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଟପିଲା Jul 2, 2020 ଭୁବନେଶ୍ୱର: ଜୁଲାଇ ୦୨: ଦେଶରେ ଗତ ୨୪ ଘଂଟାରେ ୧୯,୧୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୦୪,୬୪୧ ରେ ପହଂଚିଛି I ସେହିପରି ଗତ ୨୪ ଘଂଟାରେ, ୪୩୪…