ଓଡ଼ିଶା ଖୋର୍ଦ୍ଧା ଉପଖଣ୍ଡରେ ୩୦ ଯାଏଁ ଦିନ ୨ରୁ ସକାଳ ୬ଯାଏଁ ସଟଡାଉନ Jun 16, 2020 ଖୋର୍ଦ୍ଧା : ଜୁନ ୧୬:ବେଳକୁ ବେଳ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଖୋର୍ଦ୍ଧା ଉପଖଣ୍ଡକୁ ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଆଜିଠାରୁ ୩୦ ତାରିଖ ଯାଏଁ ଦିନ ୨ଟା ରୁ ସକାଳ ୬ଟା ଯାଏଁ ସଟଡାଉନ ଘୋଷଣା କରିଛନ୍ତି…