ଓଡ଼ିଶାରେ ସୁସ୍ଥ ହେଲେ ୫୧୫ କରୋନା ଆକ୍ରାନ୍ତ: ସୁସ୍ଥ ହେଇଥିବା ବ୍ୟକ୍ତି ଙ୍କ ସଂଖ୍ୟା ୧୨,୪୫୨ କୁ ବୃଦ୍ଧି
ଭୁବନେଶ୍ୱର: ଜୁଲାଇ ୧୯: ଓଡ଼ିଶାରେ ଆଜି ୫୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଏହାକୁ ମିଶାଇ, ରାଜ୍ୟରେ ସୁସ୍ଥ ହେଇଥିବା ରୋଗୀଙ୍କ ସଂଖ୍ୟା ୧୨ ହଜାର ୪୫୨ ରେ ପହଂଚିଛି I ୫୧୫ ଜଣଙ୍କ ମଧ୍ୟରେ ଗଂଜାମ ର ୧୯୯ ଜଣ, ଖୋର୍ଦ୍ଧା…