କେରଳରେ ବ୍ୟାପିଲାଣି ବାର୍ଡଫ୍ଲì , ରାଜ୍ୟରେ କୁକୁଡ଼ା ଓ ବତକ ମରା ଅଭିଯାନ ଆରମ୍ଭ
ଥିରୁଅନନ୍ତପୁରମ: ଡିସେମ୍ବର ୧୦: କେରଳରେ ଦେଶର ସର୍ବଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିଲା ବେଳେ ଏବେ ବାଡଫ୍ଲìର ସଙ୍କଟ ଦେଖାଯାଇଛି । ରାଜ୍ୟର ଅଲ୍ଲାପୁଝା ଜିଲ୍ଲାର କୁଟାନାଦ ଅଞ୍ଚଳରେ ବାର୍ଡ ଫ୍ଲìର କେସ୍ ଚିହ୍ନଟ…