Browsing Tag

Rajasthan headline

ରେଳ ବ୍ରିଜ୍‌ ଉଡ଼ାଇ ଦେଲେ ନକ୍ସଲ

ଉଦୟପୁର: ବିସ୍ପୋରଣରେ ଉଡ଼ିଲା ରେଳ ବ୍ରିଜ୍‌ । ବଞ୍ଚିଗଲେ ରେଳ ଯାତ୍ରୀ । ରାଜସ୍ଥାନ ଉଦୟପୁରର ଜୱର ପୁଲିସ ଷ୍ଟେସନ ଅଧୀନ ଥିବା ରେଲେୱ ବ୍ରିଜPୁ ଉଡ଼ାଇ ଦିଆଯାଇଛି । ଗତକାଲି ମଧ୍ୟ ରାତ୍ରିରେ ଏହି ଘଟଣା ଘଟିଛି । ଘଟଣା ପଛରେ…

ମନ୍ଦିର ଭଙ୍ଗା ଘଟଣାରେ ‘ଆକ୍ରୋଶ ରାଲି’ କଲେ ବିଜେପି ଓ ହିନ୍ଦୁ ପରିଷଦ

ଅଲୱାର୍‌: ଏପ୍ରିଲ ୨୭: ରାଜଗଡ଼ରେ ଜବରଦଖଲ ନିରୋଧୀ ଅଭିଯାନ ସମୟରେ ୩ଟି ପୁରୁଣା ମନ୍ଦିର ଓ ଦୋକାନ ଭଙ୍ଗା ବିରୋଧରେ ଆଜି ଭାରିତୀୟ ଜନତା ଦଳ ବା ବିଜେପି ଏବଂ ହିନ୍ଦୁ ପରିଷଦ ସହିତ ଅନ୍ୟ ହିନ୍ଦୁ ସଙ୍ଗଠନମାନେ ମିଳିତ ଭାବେ…

ସାମ୍ନାକୁ ଆସିଲା କରୌଲି ହିଂସାକାଣ୍ଡ ସମୟର ଏକ ଫଟୋ: କନେଷ୍ଟବଲଙ୍କୁ ପ୍ରଶଂସା

କରୌଲି: ଏପ୍ରିଲ ୦୫: ନିକଟରେ ରାଜସ୍ଥାନର କରୌଲିଠାରେ ହୋଇଥିବା ହିଂସାକାଣ୍ଡର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ କନେଷ୍ଟବଲ୍‌ ନିଜ ଜୀବନକୁ ବାଜିରେ ଲଗାଇ ନିଆଁ ଭିତରୁ ଜଣେ ଶିଶୁକୁ ଉଦ୍ଧାର କରୁଛନ୍ତି । ଏହି ଫଟୋଟି…

ସନ୍ନ୍ୟାସିନୀ ହେବେ ୧୩ ବର୍ଷୀୟ ବାଳିକା

ରାଜସମନ୍ଦ: ସନ୍ନ୍ୟାସ ହେବା ପାଇଁ ପରିପକ୍ୱ ବୟସ ଓ ଚିନ୍ତାଧାରା ସହିତ ସଂସାରିକ ମୋହମାୟାରୁ ବିରତ ନେଇ ଇଶ୍ୱରଙ୍କ ପାଖରେ ନିଜକୁ ସମର୍ପଣ କରାଯାଏ । ସେଥିପାଇଁ କଠିନ ଅଧ୍ୟାବସାୟ ଦରକାର । ହେଲେ ରାଜସ୍ଥାନର ରାଜସମନ୍ଦ…

ବିବାହରେ ବାପାଙ୍କଠାରୁ ମିଳିଥିବା ୭୫ ଲକ୍ଷ ଟଙ୍କା ଦାନ କଲେ କନ୍ୟା

ରାଜସ୍ଥାନ: ରାଜସ୍ଥାନର ସୀମାରେ ଥିବା ବାରମେରର ଏକ ବିବାହ ଉତ୍ସବ ସାରା ଦେଶରେ ଏବେ ଶିରୋନାମା ପାଲଟିଛି । ଏଠାରେ ଜଣେ ଝିଅ ବିବାହ ସମୟରେ ତାଙ୍କ ବାପାଙ୍କଠାରୁ ପାଇଥିବା ୭୫ ଲକ୍ଷ ଟଙ୍କାର ଅର୍ଥରାଶିକୁ ଏକ ବାଳିକା ହଷ୍ଟେଲ୍‌…

ମହିଳା ଶିକ୍ଷକଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ରାଜସ୍ଥାନ ଶିକ୍ଷାମନ୍ତ୍ରୀ

ଜୟପୁର: ଅକ୍‌ଟୋବ ୧୨: ମହିଳା ଶିକ୍ଷକଙ୍କ ଉପରେ ନିଜ ମତ ଦେଇ ବିବାଦ ଘେରରେ ଫସିଛନ୍ତି ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସର । ସେ କହିଛନ୍ତି- ଯେଉଁ ସ୍କୁଲରେ ଅଧିକ ମହିଳା ଶିକ୍ଷକ ରହିଛନ୍ତି, ସେଠାରେ ଅଧିକ…