ଓଡ଼ିଶା ରାଜଧାନୀରେ ରଜ ମନା; ଦୋଳି, ତାସ, ବାଗୁଡ଼ି ଖେଳ ବ୍ୟାନ Jun 13, 2020 ଭୁବନେଶ୍ୱର : ଜୁନ ୧୩: କରୋନା ଯୋଗୁ ଫିକା ପଡିବ ରଜ । ବାହାରେ ବି ଦୋଳି ଖେଳ ବନ୍ଦ । ଆଉ ଜମିବନି ବାଗୁଡ଼ି ଓ ତାସ ଖେଳ । ଏଥର ଘରେ ରହି ରଜ ପାଳିବେ ରାଜଧାନୀବାସୀ । ଏହି ନିର୍ଦ୍ଦେଶନାମା ଜାରି କରିଛି ବିଏମ୍ସି । ରବିବାର…