ରାଜ୍ୟର ହଟ ସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଆଡ଼ମିଶନ ନ କଲେ ଘରୋଇ ହସ୍ପିଟାଲ/କ୍ଲିନିକ ଉପରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଜୁଲାଇ ୧୮: କେତେକ ଘରୋଇ ହସ୍ପିଟାଲ ଓ କ୍ଲିନିକ କୋଭିଡ ହଟ ସ୍ପଟ ଜିଲ୍ଲା ମାନଙ୍କରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ମନାକରୁଥିବା ଘଟଣା ସରକାର ଙ୍କ ନଜର କୁ ଆସିଛି I ସେଥିନେଇ ସରକାର ଘରୋଇ ହସ୍ପିଟାଲ ଓ…