ଗୋଟାବାୟା ରାଷ୍ଟ୍ରପତି ଭବନ ଛାଡ଼ିବା ପରେ ସାଧାରଣ ଜନତା କଲେ ପାର୍ଟି
କଲୋମ୍ବୋ: ଶ୍ରୀଲଙ୍କାବାସୀଙ୍କ ତୀବ୍ର ବିରୋଧ ପରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ନିଜ ବାସଭବନ ଛାଡ଼ି ସପରିବାର ସହିତ ମାଳଦ୍ୱୀପ ଚାଲିଯାଇଛନ୍ତି । ତାଙ୍କ ଯିବା ପରେ ବିଦ୍ରୋହ କରୁଥିବା ଜନତା ଭବନକୁ ନିଜ କବଜାରେ ନେଇଛନ୍ତି…