ଜିଲ୍ଲା ପୋଲିସ ଭ୍ୟାନରୁ ବାହାରିଲା ଶାଗୁଆନ କାଠ ! Nov 5, 2021 ପାରଳାଖେମୁଣ୍ଡି : ନଭେମ୍ବର ୦୫ :ପୋଲିସ କରୁଛନ୍ତି କାଠ ଚୋରି । ବନ ବିଭାଗ ଆଖିରେ ଧୂଳି ଦେଇ ଚୋରା କାଠ ନେଇ ଖସିଯିବାକୁ ପୁଲିସ ଭ୍ୟାନ ବାହାରିଥିଲା । ଶେଷରେ ବନ ବିଭାଗ ହାତରେ ଧରାପଡ଼ିଲା । ଭ୍ୟାନରେ ଥିଲେ ଚାରି ପୁଲିସ…