ବିଶ୍ବ ଚନ୍ଦ୍ରପୃଷ୍ଟର ମାଟିରେ ଉଠୁଛି ଗଛ May 13, 2022 କେପ୍ କାନାଭରାଲ୍: ନାସାଦ ଆପୋଲୋ ମହାକାଶଯାନର ମହାକାଶଚାରୀମାନଙ୍କ ଦ୍ୱାରା ସଂଗୃହୀତ ମାଟିରେ ପ୍ରଥମ କରି ବେଜ୍ଞାନିକମାନେ ଗଛ ଲଗାଇଛନ୍ତି । ଚନ୍ଦ୍ରରୁ ସଂଗୃହୀତ ଅନୁର୍ବର ମାଟିରୁ ଅଙ୍କୁରୋଦଗମ ହେବା ନ ହେବା ଉପରେ…