ଓଡ଼ିଶା ଏମଏସପି ମାମଲାରେ ବିଧାନସଭାରେ କାଦୁଅ ଫିଙ୍ଗା ରାଜନୀତି Jul 6, 2022 ଭୁବନେଶ୍ୱର: ଜୁଲାଇ ୬: ବିଧାନସଭାରେ ଦେଖାଦେଲାଣି ଏମଏସପି ତାତି । ଏମଏସପିକୁ ନେଇ ବିଷ୍ଣୁ-ରଣେନ୍ଦ୍ର-ତାରା ମୁହାଁମୁହିଁ ହୋଇଛନ୍ତି । ସବୁ କଥାରେ କେନ୍ଦ୍ର ସରକାରଙ୍କ ଉପରକୁ ବିଲ୍ ଗଡାଇବା ଠିକ୍ ନୁହେଁ ବୋଲି ବିରୋଧୀ ଦଳ…