ଖେଳ ଦିନିକିଆରୁ ସନ୍ନ୍ୟାସ ନେଲେ ବେନ୍ ଷ୍ଟୋକ୍ସ Jul 19, 2022 ନୂଆଦିଲ୍ଲୀ : ଦିନିକିଆରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଇଂଲଣ୍ଡର ଷ୍ଟାର୍ କ୍ରିକେଟର୍ ତଥା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ । ୩୧ ବର୍ଷ ବୟସରେ ସେ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି । ତାଙ୍କର ଏହି ନିଷ୍ପତ୍ତି କ୍ରିକେଟ୍…