Browsing Tag

offbeat news

ଗରିବ ପିଲାଙ୍କ ପାଇଁ ଦିଲ୍ଲୀରେ ଗଡ଼ୁଛି ‘ହୋପ୍‌ ବସ୍‌’

ଦିଲ୍ଲୀ, ଅଗଷ୍ଟ ୧୭: ବରିବ ତଥା ଅଭାବ କାରଣରୁ ପାଠପଢ଼ି ପାରୁନଥିବା ପିଲାମାନଙ୍କ ପାଇଁ ଦିଲ୍ଲୀରେ ଗଡୁଛି ‘କ୍ଲାସରୁମ୍‌ ବସ୍‌’ । ଦିଲ୍ଲୀର ଏକ ଏନ୍‌ଜିଓ ‘ତେଜସିଆ’ ବସ୍ତିପିଲାଙ୍କ ଶିକ୍ଷା ପାଇଁ ଏହି ଅଭିନବ ଯୋଜନା କରିଛି ।…

କୋଟିପତି ପାରା

ଦିଲ୍ଲୀ, ଅଗଷ୍ଟ ୧୬: ପାରା ଘରେ ରହିଲେ ଘରେ ଶୁଖ ଶାନ୍ତି ଓ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ କରାଯାଏ । ତେଣୁ ପ୍ରାୟ ସମସ୍ତେ ଏମାନଙ୍କୁ ଆଦର କରିଥାଆନ୍ତି । ହେଲେ ରାଜସ୍ଥାନରେ ଏମାନଙ୍କୁ ଖୁବ ଅଧିକ ଆଦର ମିଳିଥାଏ । ଏଠାରେ…

କରୋନାରେ ଚାକିରୀ ହରାଇଥିବା ଲେମ ଏବେ ୨୦ କୋଟି ସମ୍ପତ୍ତିର ମାଲିକ

ଭୁବନେଶ୍ୱର,ଅଗଷ୍ଟ ୧୩: ଏବେ ସୋସିଆଲ ମିଡିଆରେ ଘୂରିବୁଲୁଥିବା ଖାବେନା ଲେମଙ୍କୁ ତ’ ସମସ୍ତେ ଦେଖିଥିବେ । ଜଣେ କୃଷ୍ଣକାୟ ବ୍ୟକ୍ତି , ବିନା କିଛି ବାର୍ତ୍ତାଳାପରେ, କେବଳ ଭାବଭଙ୍ଗୀରେ ନିଜର ଭାବାର୍ଥ ପ୍ରକାଶ କରି ଦର୍ଶକଙ୍କ…

ପ୍ଲାଷ୍ଟିକ୍‌ ବୋତଲରୁ ୟୁନିଫର୍ମ

ୟୁକେର ‘ଏୟାରଲାଇନ୍‌ସ’ କମ୍ପାନୀ ‘ଇଜି ଜେଟ୍‌ ପ୍ଲାଷ୍ଟିକ୍‌ ରି ସାଇକେଲ୍‌’କୁ ନେଇ ଏକ ବଡ ପଦକ୍ଷେପ ନେଇଛି । ଏହି ପଦକ୍ଷେପ ଅନୁସାରେ ଏୟାରଲାଇନ୍‌ସର ସମସ୍ତ କର୍ମଚାରୀ ପ୍ଲାଷ୍ଟିକ୍‌ରୁ ରିସାଇକେଲ୍‌ ହୋଇ ପ୍ରସ୍ତୁତ ହେଉଥିବା…

ଘରେ ବସି ଖାଆନ୍ତୁ ବିମାନ ଖାଦ୍ୟ

ଦିଲ୍ଲୀ: ଅଗଷ୍ଟ ୫: କରୋନା ଗାଇଡ୍‌ ଲାଇନ୍‌ କାରଣରୁ ଅନେକ ଲୋକ ବିମାନ ଯାତ୍ରାରୁ ବଞ୍ଚିତ ହୋଇଛନ୍ତି । ସେହିଭଳି ସମସ୍ତ ଏୟାର ଲାଇନ୍‌ଗୁଡିକ ମଧ୍ୟ ଏଥିପାଇଁ ଅନେକ କ୍ଷତି ସହୁଛନ୍ତି । ଏହାକୁ ନଜରରେ ରଖି ଏୟାର ଲାଇନ୍‌…

ଧଳା ଲାଞ୍ଜ ହରିଣଙ୍କ ଶରୀରରେ ରହିଛି କରୋନା ଆଣ୍ଟିବଡି

ଭୁବନେଶ୍ୱର: ଅଗଷ୍ଟ ୪: ଆମେରିକା ଉତ୍ତର-ପୂର୍ବ ଭାଗରେ ବସବାସ କରୁଥିବା ପ୍ରାୟ ଏକ ତୃତୀୟାଂଶ ଧଳା ଲାଞ୍ଜ ହରିଣଙ୍କ ଶରୀରରେ କରୋନା ଆଣ୍ଟିବଡି ରହିଛି । ବିଶେଷକରି ସେମାନଙ୍କ ଶରୀରରେ ସାର୍ସ କୋଭି-୨ ଭୂତାଣୁର ଆଣ୍ଟିବଡି…

୧୨ ବର୍ଷ ପରେ ଫୁଟିଲା ନୀଳକୁରିଞ୍ଜି ଫୁଲ

ଭୁବନେଶ୍ୱର: ଅଗଷ୍ଟ ୨: କେରଳର ଇଡ଼ୁକି ଜିଲ୍ଲାର ସୋଲାର ଜଙ୍ଗଲ (ତୃଣଭୂମି ଓ ଗୁଳ୍ମ ଜାତୀୟ ଜଙ୍ଗଲ)ରେ ୧୨ ବର୍ଷରେ ଥରେ ଫୁଟୁଥିବା ନୀଳକୁରିଞ୍ଜି ଫୁଲ ଫୁଟିଛି । ଏହା ଏକ ଦୁର୍ଲଭ ଜାତୀୟ ଫୁଲ । ନୀଳକୁରିଞ୍ଜି ଫୁଲ…