Browsing Tag

Odisha

ରାଜ୍ୟରେ ଖୋଲିବ ଆଉ ୪ଟି ନୂଆ ଇଏସଆଇ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ୪ଟି ଇଏସ୍ଆଇ ହସ୍ପିଟାଲ ପ୍ରତିଷ୍ଠା ନେଇ କେନ୍ଦ୍ରୀୟ ଅନୁମୋଦନ ମିଳିଛି। ଆଜି ଲୋକସଭାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଏକ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତେଲି…

ଆଇନଜୀବୀଙ୍କ ଆନ୍ଦୋଳନ ଘଟଣା : ୧୪ ଗିରଫ ,୨୯ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଧ

ବରଗଡ଼ : ଦିନକୁ ଦିନ ଉଗ୍ର ହେଉଛି ସମ୍ବଲପୁର ଆଇନଜୀବୀଙ୍କ ଆନ୍ଦୋଳନ I ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବା ଘଟଣାରେ ୧୪ ଜଣଙ୍କୁ ବାନ୍ଧିଛି ସମ୍ବଲପୁର ପୁଲିସ୍‌। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଜାମିନ ନାମଞ୍ଜୁର…

ଯେବେ ଅଣ୍ଟି ଛୁରୀ ତଣ୍ଟି କାଟେ…ନେମାଳ ସଶସ୍ତ୍ର ଡକାୟତି ଓ ହତ୍ୟାକାଣ୍ଡ ର ମୁଖ୍ୟ ଖଳନାୟକ ହେଉଛି ନାତି

ସାଲେପୁର : ଅର୍ଥ ଲୋଭରେ ଅନ୍ଧ ହୋଇ ସମ୍ପର୍କର ମାନେ ବୁଝିଲାନି ନାତି I ଯାହାକୁ ପାଳି ପୋଷି ଘରେ ରଖିଥିଲେ ସେଇ ମାରିଲା ଚୋଟ I ରଚିଲା ଭୟଙ୍କର ଷଡଯନ୍ତ୍ର Iରାତି ଅଧରେ ଭିଆଇଲା ଜଘନ୍ୟ କାଣ୍ଡ I ନିଜ ରକ୍ତ ସମ୍ପର୍କୀୟ ଜେଜେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଲେ ପଦ୍ମପୁରର ନବନିର୍ବାଚିତ ବିଜେଡି ବିଧାୟିକା

ଭୁବନେଶ୍ୱର: ନବୀନ ନିବାସରେ ପଦ୍ମପୁର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା । ବିଜୟୀ ହେବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି ବର୍ଷା ସିଂ ବରିହା । ବର୍ଷାଙ୍କ ସହ ସାଥିରେ…

ରାଜଧାନୀରେ କଙ୍ଗାରୁ କୋର୍ଟ ,ସର୍ବ ସମ୍ମୁଖରେ ଆଣ୍ଠେଇଲେ ବାପ-ପୁଅ

ଭୁବନେଶ୍ୱର : ରାଜଧାନୀରେ କଙ୍ଗାରୁ କୋର୍ଟ I ସର୍ବସମ୍ମୁଖରେ କାନ ଧରି ଆଣ୍ଠେଇଲେ ବାପା ଓ ଦୁଇ ପୁଅ I ଘଟଣା ଘଟିଛି ଭୁବନେଶ୍ୱର ବରମୁଣ୍ଡା ଗାଁ ରେ ଇ ଏହି ଅମାନବୀୟ ଘଟଣାରେ ଅପମାନିତ ବୋଧ କରି ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ…

ମାଲିକଙ୍କୁ ହତ୍ୟା କରି ଘରେ କଳାକନା ବୁଲାଇଲେ ଡକାୟତ

ସାଲେପୁର : ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନ ପୁର ଗ୍ରାମରେ ସଶସ୍ତ୍ର ଡକାୟତି I ଡ଼କାୟତଙ୍କ ଆକ୍ରମଣରେ ଗୃହସ୍ୱାମୀଙ୍କର ମୃତ୍ୟୁ ଘଟିଥିବାବେଳେ,ତାଙ୍କ ପତ୍ନୀ ଗୁରୁତ୍ତର ହୋଇ କଟକ ବଡ଼ମେଡିକାଲ ରେ ଚିକିତ୍ସିତ…

ଆଜିଠାରୁ ମାଟ୍ରିକ ସମେଟିଭ୍- ୦୧ ପରୀକ୍ଷା ଖାତା ଦେଖା ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ସମେଟିଭ୍- ୦୧ ପରୀକ୍ଷା ଖାତା ଦେଖା I ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ମାଟ୍ରିକ, ମଧ୍ୟମା, ଓପନ ସ୍କୁଲ ସମେଟିଭ୍- ୦୧ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ । ମୋଟ ୫୬ଟି…

ବ୍ୟାଙ୍କରେ ନକଲି ସୁନାଦେଇ ଋଣ ଆଣିବା ଘଟଣାରେ ବନ୍ଧା ହେଲେ ୮

ସୋନପୁର :ବ୍ୟାଙ୍କରେ ନକଲି ସୁନା ଦେଇ ଋଣ ଆଣିବା ଘଟଣାରେ ବନ୍ଧା ହେଲେ ୭ ଅଭିଯୁକ୍ତ I ସୋନପୁର ବ୍ୟାଙ୍କ ଅଫ୍‌ ବରୋଦା ଶାଖାରୁ ସୁନା ବଦଳରେ ପିତ୍ତଳ ବନ୍ଧାରଖି ଆଣିଥିଲେ ୫୨ ଲକ୍ଷ ୮୩ ହଜାର ୧୦୦ ଟଙ୍କା I ଏହି ଘଟଣାରେ ୧୦…

ରାଗିଂ ଘଟଣାରେ କଲେଜରୁ ବହିଷ୍କାର ହେଲେ ୭ ଛାତ୍ର

ବ୍ରହ୍ମପୁର : ରାଗିଂ ଘଟଣାରେ କଲେଜରୁ ବହିଷ୍କାର ହେଲେ ୭ ଛାତ୍ର I ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଜୁନିୟର କଲେଜର ୭ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସପେଣ୍ଡ କରାଯାଇଛି । କଲେଜ କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି…

ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହେଲା ବାତ୍ୟା ,ଓଡ଼ିଶାରେ କମିବ ଶୀତ

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱର୍ବତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆସନ୍ତାକାଲି ଡିପ୍ରେସନ୍‌ ର ରୂପ ନେବ ।…