ଓଡ଼ିଶା ଫେରିଲେଣି ସାଢେ ୪ ଲକ୍ଷ ପ୍ରବାସୀ: ଟ୍ରେନ୍ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ସାଢେ ୫କୋଟି
କଟକ(ସ.ବୁ୍ୟ): ଜୁନ ୧୩:ଓଡିଶାକୁ ଆସୁଥିବା ପ୍ରବାସୀ ଏବଂ ଓଡିଶାରୁ ଯାଉଥିବା ପ୍ରବାସୀ ଉଭୟଙ୍କ ଯାତାୟତରେ ଯେପରି କୌଣସି ସମସ୍ୟା ନହୁଏ ତାହାକୁ ଦୃଷ୍ଟି ରଖି ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।…