ଓଡ଼ିଶା ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲା Jul 7, 2020 ଭୁବନେଶ୍ୱର: ଜୁଲାଇ ୭: ଓଡ଼ିଶାରେ ୨୪ ଘଂଟାରେ ୫୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗଂଜାମ ରୁ ସର୍ବାଧିକ ୨୭୩ ଜଣ, ଗଜପତି ରୁ ୫୬ ଜଣ, ସୁନ୍ଦରଗଡ ରୁ ୫୧ ଜଣ, ଖୋର୍ଦ୍ଧା ରୁ ୩୭ ଜଣ, କଟକରୁ ୨୯ ଜଣ, ବାଲେଶ୍ୱର ରୁ…