Browsing Tag

Odisha News

ରାଜ୍ୟରେ ହ୍ରାସ ପାଉଛି କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୮୪୯ ସଂକ୍ରମିତ

ଭୁବନେଶ୍ୱର: ଅଗଷ୍ଟ ୨୬ : ଆଜି ରାଜ୍ୟରେ ୭୧,୨୩୧ ସ୍ୱାବ ଟେଷ୍ଟ ମଧ୍ୟରୁ ୮୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୩୦ ଜଣ ୧୮ ବର୍ଷ ବୟସରୁ କମ୍‌ ବୟସର ପିଲା ରହିଛନ୍ତି । ନୂତନ ସଂକ୍ରମଣଙ୍କ…

ଶ୍ରୀମନ୍ଦିର ଆଜି ଚାରିଘଣ୍ଟା ଭକ୍ତଙ୍କ ପାଇଁ ବନ୍ଦ

ଭୁବନେଶ୍ୱର: ଅଗଷ୍ଟ ୨୫ : ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣ ତୃତୀୟା ତିଥି ହୋଇଥିବାରୁ ଆଜି ତିନି ଦିଅଁଙ୍କର ‘ବନକଲାଗି’ ରୀତିନୀତି ହେବାକୁ ଯାଉଛି । ଏହା ଏକ ଗୁପ୍ତ ନୀତି । ଏହି ନୀତି ସମୟରେ କୌଣସି ଭକ୍ତ ଠାକୁରଙ୍କୁ ଦର୍ଶନ…

ରାଜ୍ୟରେ ଆଜି ୧୩୧ ଜଣ ୧୮ ବର୍ଷରୁ କମ୍‌ ବର୍ଗର ସଂକ୍ରମିତଙ୍କ ସହ ୮୮୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଅଗଷ୍ଟ ୨୪ : ଆଜି ରାଜ୍ୟରେ ୬୮,୭୧୭ ଜଣଙ୍କର ସ୍ୱାବ ଟେଷ୍ଟ ମଧ୍ୟରୁ ୮୮୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୩୧ ଜଣ ୧୮ ବର୍ଷ ବୟସରୁ କମ୍‌ ବୟସର ପିଲା ରହିଛନ୍ତି । ନୂତନ…

ମାଟ୍ରିକ୍‌ ଅଫ୍‌ଲାଇନ ପରୀକ୍ଷାଫଳ ପ୍ରକାଶ ପାଇଲା

ଭୁବନେଶ୍ୱର:ଅଗଷ୍ଟ ୨୪: ଆଜି ରାଜ୍ୟରେ ମାଟ୍ରିକ୍‌ ଅଫ୍‌ଲାଇନ ପରୀକ୍ଷାଫଳ ପ୍ରକାଶ ପାଇଛି । ମୋଟ୍‌ ପାସ୍‌ ହାର ୮୦.୮୩ ପ୍ରତିଶତ ରହିଥିଲା ବେଳେ ପୁଅମାନଙ୍କ ପାସ୍‌ ସଂଖ୍ୟା ଅଧିକ ରହିଛି । ପରୀକ୍ଷା ଦେଇଥିବା ମୋଟ୍‌ ୮୪୯୧…

ପାରାଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ

ଭୁବନେଶ୍ୱର: ଅଗଷ୍ଟ ୨୪: ଆଜିଠାରୁ ଟୋକିଓରେ ବିଶ୍ୱ ମହାକୁମ୍ଭ ପାରା ଅଲମ୍ପିକ୍ସ ଆରମ୍ଭ ହୋଇଛି । ସାରାବିଶ୍ୱରେ ୨୦୦ରୁ ଊର୍ଦ୍ଧ୍ୱ ଦେଶର ୪୦୦୦ ପାରା ଆଥ୍‌ଲେଟ୍‌ ଏଥିରେ ଅଂଶଗ୍ରହଣ କରିଛନ୍ତି । ତେବେ, ଭାରତରୁ ୫୪ ଜଣ ପାରା…

ଆଜି ରାଜ୍ୟରେ ୬୨୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଅଗଷ୍ଟ ୨୪ : ଆଜି ରାଜ୍ୟରେ ୫୩,୫୨୭ ଜଣଙ୍କର ସ୍ୱାବ ଟେଷ୍ଟ ମଧ୍ୟରୁ ୬୨୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୮୦ ଜଣ ୧୮ ବର୍ଷ ବୟସରୁ କମ୍‌ ବୟସର ପିଲାରହିଛନ୍ତି । ନୂତନ…

ବର୍ଷା ଅଭାବଜନିତ ପରିସ୍ଥିତିର ମୁକାବିଲା ନେଇ ବୈଠକ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଅଗଷ୍ଟ ୨୩: ବର୍ଷାର ଅଭାବ ଯୋଗୁଁ ରାଜ୍ୟରେ ମରୁଡ଼ି ପରିସ୍ଥିତି ଦେଖାଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ଏକ ବୈଠକ ଅନୁଷ୍ଠିତ…

ଭିତରକନିକାରେ ଆରମ୍ଭ ହେଲା ପକ୍ଷୀଗଣନା

ଭୁବନେଶ୍ୱର: ଅଗଷ୍ଟ ୨୩: କୁମ୍ଭୀର ପାଇଁ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠାରୁ ବାର୍ଷିକ ପକ୍ଷୀଗଣନା ଆରମ୍ଭ ହୋଇଛି । ଏହା ଏକ ସପ୍ତାହ ଧରି ଚାଲିବ । ପ୍ରତିବର୍ଷ ମୌସୁମୀ ଆରମ୍ଭରୁ ରାଜ୍ୟ ଓ ରାଜ୍ୟ ବାହାରୁ…

ଖୋଲିଲା ଶ୍ରୀମନ୍ଦିରର, ଆଜିଠୁ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ଶ୍ରୀଜଗନ୍ନାଥ

ଭୁବନେଶ୍ୱର: ଅଗଷ୍ଟ ୨୩: ପ୍ରାୟ ୪ମାସର ବ୍ୟବଧାନ ପରେ ରାଜ୍ୟ ଓ ରାଜ୍ୟ ବାହାର ଭକ୍ତ ତଥା ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି । କୋଭିଡ କଟକଣା ଯୋଗୁଁ ଦୀର୍ଘ ମାସ ଧରି ବନ୍ଦ…

ରାଜ୍ୟରେ ଆଜି ୧୦୧ ଜଣ ୧୮ ବର୍ଷରୁ କମ୍‌ ବୟସର ସଂକ୍ରମିତଙ୍କ ସହ ମୋଟ ୭୬୧ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଅଗଷ୍ଟ ୨୩ : ଆଜି ରାଜ୍ୟରେ ୬୦,୭୯୧ ଜଣଙ୍କର ସ୍ୱାବ ଟେଷ୍ଟ ମଧ୍ୟରୁ ୭୬୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୦୧ ଜଣ ୧୮ ବର୍ଷ ବୟସରୁ କମ୍‌ ବୟସର ପିଲା ରହିଛନ୍ତି । ନୂତନ…