ଦେଶ- ବିଦେଶ ଦେଶରେ ୨୪ ଘଣ୍ଟାରେ ୪୦ ହଜାରରୁ ଉର୍ଦ୍ଧ୍ୱ କରୋନା ସଂକ୍ରମଣ ଚିହ୍ନଟ Aug 4, 2021 ଦିଲ୍ଲୀ: ଅଗଷ୍ଟ ୪: ଗତ ୨୪ ଘଣ୍ଟାରେ ଦେଶରେ ୪୨, ୬୨୫ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା ବେଳେ ୫୬୨ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏହି ତଥ୍ୟକୁ ମିଶାଇ ଦେଶରେ ମୋଟ କୋଭିଡ ସଂକ୍ରମଣ ମାମଲା ୩କୋଟି ୧୭ ଲକ୍ଷ ୬୯ ହଜାର ୧୩୨…
ଖେଳ ବକ୍ସର ଲଭଲିନା ଆଣିଲେ ଭାରତ ପାଇଁ ବ୍ରୋଞ୍ଜ ପଦକ, ସେମିଫାଇନାଲ୍ରେ ଦୁଇ ଭାରତୀୟ ପୁରୁଷ କୁସ୍ତି ଖେଳାଳୀ Aug 4, 2021 ଦିଲ୍ଲୀ: ଅଗଷ୍ଟ ୪: ଟୋକିଓ ଅଲମ୍ପିକ୍ସରେ ବକ୍ସର ଲଭଲିନା ବୋରଘୋଇନ୍ ବ୍ରୋଞ୍ଜ ପଦକ ଜିତି ଭାରତର ଗୌରବ ବଢ଼ାଇଛନ୍ତି । ସେ ତୁର୍କୀର ଖେଳାଳୀ ବୁସେନାଜ ସୁରମେନେଲିଙ୍କୁ ସେମିଫାଇନାଲ୍ ରାଉଣ୍ଡରେ ୦-୫ ପଏଣ୍ଟ ଦେଇଛନ୍ତି ।…
ଓଡ଼ିଶା ରୁସା ଯୋଜନାରେ ଓଡିଶାକୁ ଆର୍ଥିକ ଅନୁଦାନ ନେଇ ଗୃହରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର Aug 3, 2021 ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୦୩ : ରାଜ୍ୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବା ସହ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଉଚ୍ଚ…
ସ୍ୱାସ୍ଥ ସୁସ୍ଥ ଶରୀର ପାଇଁ ଗ୍ରହଣ କରନ୍ତୁ ଏହି ଖାଦ୍ୟ Aug 3, 2021 ଭୁବନେଶ୍ୱର: ଅଗଷ୍ଟ ୩: ସୁସ୍ଥ ଶରୀରର ଆଧାର ହେଉଛି ହାଡ଼ । ହାଡ଼ ନିର୍ମାଣ ତଥା ମଜଭୁତ କରାଇବାରେ କ୍ୟାଲସିୟମ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବଦଳୁଥିବା ପାଣିପାଗ ଓ ଖାଦ୍ୟପେୟର ଅନିୟମିତତା କାରଣରୁ ଆମ ଶରୀର ସଠିକ୍…
ଓଡ଼ିଶା କରୋନା ଟିକା ଫଳପ୍ରଦ ହେଉଛି, ରାଜ୍ୟରେ ଗୁରୁତର ହୋଇନପାରେ ତୃତୀୟ ଲହର Aug 3, 2021 ଭୁବନେଶ୍ୱର: ଅଗଷ୍ଟ ୩: ଟିକାକରଣ ଫଳରେ ରାଜ୍ୟବାସୀଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଛି । ଯାହା ଫଳର କୋଭିଡ ଭୂତାଣୁ ଦୁର୍ବଳ ହେବାରେ ଲାଗିଛି । ଓଡ଼ିଶାରେ ଅନେକ ପ୍ରକାର ସଂକ୍ରମଣ ସତ୍ତେ୍ୱ ଡେଲଟା ଭାରିଆଣ୍ଟର ପ୍ରଭାବ…
ଓଡ଼ିଶା ପ୍ରକାଶ ପାଇଲା ସିବିଏସ୍ଇ ଦଶମ ପରୀକ୍ଷାଫଳ, ପାସ୍ ହାର ୯୯.୦୪ ପ୍ରତିଶତ Aug 3, 2021 ଭୁବନେଶ୍ୱର: ଅଗଷ୍ଟ ୩: ଆଜି ସିବିଏସ୍ଇ ଦଶମ ପରୀକ୍ଷାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ୯୯.୦୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଚଳିତ ବର୍ଷ ସିବିଏସ୍ଇ ଦଶମ ଶ୍ରେଣୀ ପାଇଁ ପଞ୍ଜୀକୃତ ହୋଇଥିବା ୨୦ ଲକ୍ଷ ୯୭ ହଜାର…
ଓଡ଼ିଶା ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୨୯ ଆକ୍ରାନ୍ତ ଚିହ୍ନଟ ଏବଂ ୧୭୮୫ ଜଣ ସୁସ୍ଥ Aug 3, 2021 ଭୁବନେଶ୍ୱର: ଅଗଷ୍ଟ ୩: ରାଜ୍ୟରେ କରୋନା ସ୍ଥିତିରେ କ୍ରମେ କ୍ରମେ ସୁଧାର ଆସୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ନୂଆ କରୋନା ସଂକ୍ରମିତ ୧୧୨୯ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୭୮୫ ଜଣ ଏବଂ କରୋନାଜନିତ ମୃତୁ୍ୟ ହୋଇଛି…
ଖେଳ ଫାଇନାଲ୍କୁ ପହଞ୍ଚିପାରିଲାନି ଭାରତୀୟ ପୁରୁଷ ହକି ଦଳ, ତଥାପି ପଦକ ଆଶା ରହିଛି Aug 3, 2021 ଦିଲ୍ଲୀ: ଅଗଷ୍ଟ ୩: ଟୋକିଓ ଅଲମ୍ପିକ୍ସରେ ଆଜି ସକାଳ ୭ଟାରେ ଖେଳାଯାଇଥିବା ପୁରୁଷ ହକି ସେମିଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଦଳ ପରାସ୍ତ ହୋଇଯାଇଛି । ଭାରତର ଫାଇନାଲରେ ଖେଳିବା ଆଶା ମଉଳିଯାଇଛି । ସେମିଫାଇନାଲ୍ ମ୍ୟାଚ୍ରେ…
Feature ୧୨ ବର୍ଷ ପରେ ଫୁଟିଲା ନୀଳକୁରିଞ୍ଜି ଫୁଲ Aug 2, 2021 ଭୁବନେଶ୍ୱର: ଅଗଷ୍ଟ ୨: କେରଳର ଇଡ଼ୁକି ଜିଲ୍ଲାର ସୋଲାର ଜଙ୍ଗଲ (ତୃଣଭୂମି ଓ ଗୁଳ୍ମ ଜାତୀୟ ଜଙ୍ଗଲ)ରେ ୧୨ ବର୍ଷରେ ଥରେ ଫୁଟୁଥିବା ନୀଳକୁରିଞ୍ଜି ଫୁଲ ଫୁଟିଛି । ଏହା ଏକ ଦୁର୍ଲଭ ଜାତୀୟ ଫୁଲ । ନୀଳକୁରିଞ୍ଜି ଫୁଲ…
ମନୋରଞ୍ଜନ ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତର ବ୍ରାଣ୍ଡ ଆମ୍ବାସଡର ହେଲେ ସୋନୁ Aug 2, 2021 ଦିଲ୍ଲୀ: ଅଗଷ୍ଟ ୨: ବଲିଉଡ୍ ତଥା ଟଲିଉଡ୍ ଅଭିନେତା ସୋନୁ ସୂଦ୍ଙ୍କୁ ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତର ବ୍ରାଣ୍ଡ ଆମ୍ବାସଡର କରାଯାଇଛି । ଏହି ଅବସରେ ଅଭିନେତା ସୋନୁ ଏକ ଭର୍ଚୁଆଲ୍ ଇଭେଣ୍ଟ ମାଧ୍ୟମରେ ୫୦୦ ଆଥ୍ଲେଟ୍ସଙ୍କ…