Browsing Tag

odia news

ରାଜ୍ୟରେ କରୋନା ସ୍ଥିର ରହିଛି, ଗତ କିଛି ଦିନ ହେବ ଆକ୍ରାନ୍ତ ସଂଖ୍ୟା ଏକହଜାରୁ ୧୫ଶହ ମଧ୍ୟରେ ରହୁଛି

ଭୁବନେଶ୍ୱର: ଅଗଷ୍ଟ ୬: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥମାନଙ୍କ ସଂଖ୍ୟା ଅଧିକ ରହୁଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯,୩୬୯ ସ୍ୱାବ୍‌ ଟେଷ୍ଟ ହୋଇଥିଲାବେଳେ ସେଥିମଧ୍ୟରୁ ୧,୨୦୮ ଜଣ…

‘ଫ୍ଲିପ୍‌କାର୍ଟ’କୁ ନୋଟିସ୍‌ ପଠାଇଲା ଇଡି

ଭୁବନେଶ୍ୱର: ଅଗଷ୍ଟ ୫: ବୈଦେଶିକ ମୁଦ୍ରା ଉଲଘଂନ ଓ ଭାରତୀୟ ଆଇନ୍‌କୁ ନମାନିବା ମାମଲାରେ ଇଡି(ଏନ୍‌ଫୋର୍ସମେଣ୍ଟ ଡାଇରୋକେଫାରେଟ୍‌) ଫ୍ଲିଫ୍‌କାର୍ଟର ପ୍ରତିଷ୍ଠାତାଙ୍କ ସମେତ ଅନ୍ୟ ୯ଜଣଙ୍କୁ ଆଜି ନୋଟିସ୍‌ ପଠାଇଛି । ତେବେ…

ଘରେ ବସି ଖାଆନ୍ତୁ ବିମାନ ଖାଦ୍ୟ

ଦିଲ୍ଲୀ: ଅଗଷ୍ଟ ୫: କରୋନା ଗାଇଡ୍‌ ଲାଇନ୍‌ କାରଣରୁ ଅନେକ ଲୋକ ବିମାନ ଯାତ୍ରାରୁ ବଞ୍ଚିତ ହୋଇଛନ୍ତି । ସେହିଭଳି ସମସ୍ତ ଏୟାର ଲାଇନ୍‌ଗୁଡିକ ମଧ୍ୟ ଏଥିପାଇଁ ଅନେକ କ୍ଷତି ସହୁଛନ୍ତି । ଏହାକୁ ନଜରରେ ରଖି ଏୟାର ଲାଇନ୍‌…

ରାଜ୍ୟରେ କରୋନାର ସ୍ଥିତି ସ୍ଥିର, ୨୪ ଘଣ୍ଟାରେ ୧,୩୪୨ ଜଣ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଅଗଷ୍ଟ ୫: କିଛି ଦିନ ହେଲା ରାଜ୍ୟରେ ୧୫ଶହ ତଳକୁ କରୋନା ସଂକ୍ରମିତଙ୍କ ସଂଖ୍ୟା ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬ ହଜାର ୧୪୬ ଜଣଙ୍କର ସ୍ୱାବ୍‌ ଟେଷ୍ଟରୁ ୧ ହଜାର ୩୪୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ…

ଦେଶରେ ଦିନକରେ ୪୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ,୫୩୩ ଜଣଙ୍କର ମୃତୁ୍ୟ

ଭୁବନେଶ୍ୱର: ଅଗଷ୍ଟ ୫: ଲଗାତାର କିଛି ଦିନ ହେବ ଦେଶରେ ଦୈନିକ କରୋନା ସଂକ୍ରମଣଙ୍କ ସଂଖ୍ୟା ୪୦ ହଜାରରୁ ଊର୍ଦ୍ଧ୍ୱ ଆସୁଛି । ଗତ ୨୪ ଘଣ୍ଟାରେ ଦେଶରେ ୪୨ ହଜାର ୯୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ…

ଦୀର୍ଘ ୪୦ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ପାଇଛି ଅଲମ୍ପିକ୍ସରେ ପଦକ

ଭୁବନେଶ୍ୱର: ଅଗଷ୍ଟ ୫: ପ୍ରାୟ ଚାରି ଦଶକର ଅପେକ୍ଷା ପରେ ଭାରତୀୟ ପୁରୁଷ ହକି ଦଳ ଅଲମ୍ପିକ୍ସରେ ପଦକ ହାସଲ କରି ଇତିହାସ ରଚିଛି । ୧୯୮୦ ମସିହାରେ ହକି ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରଠାରୁ ଭାରତ ହକିରେ ପଦକ…

ହକିରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ମଉଳିଲା, ଆର୍ଜେଣ୍ଟିନାଠୁ ହାରିଲା ଭାରତୀୟ ମହିଳା ହକି ଦଳ

ଭୁବନେଶ୍ୱର:ଅଗଷ୍ଟ ୪: ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମଥର ସେମି ଫାଇଲାନକୁ ପ୍ରବେଶ କରିଥିବା ମହିଳା ଭାରତୀୟ ହକି ଦଳ ଆଜି ଆର୍ଜେଣ୍ଟିନା ଠାରୁ ପରାସ୍ତ ହୋଇଛି । ଆର୍ଜେଣ୍ଟିନା ଭାରତକୁ ୨-୧ରେ ହରାଇ…

ବିଶ୍ୱର ‘ପ୍ରତିଭାଶାଳୀ ବିଦ୍ୟାର୍ଥୀ’ର ସମ୍ମାନ ପାଇଲେ ଭାରତୀୟ ବଂଶୋଦ୍ଭବ ନତାଶା

ଦିଲ୍ଲୀ: ଅଗଷ୍ଟ ୪: ୧୧ ବର୍ଷ ବୟସ୍କ ଭାରତୀୟ ବଶଂଜ ଆମେରିକୀୟ ନତାଶା ପେରି ବିଶ୍ୱର ‘ପ୍ରତିଭାଶାଳୀ ବିଦ୍ୟାର୍ଥୀ’ର ସମ୍ମାନ ପାଇଛନ୍ତି । ଏହି ସମ୍ମାନ ଆମେରିକା ବିଶ୍ୱବିଦ୍ୟାଳୟ ପ୍ରଦାନ କରିଛି । ନୁ୍ୟଜର୍ସିରେ ଥିବା ଥେଲମା…

ହନି ସିଂହଙ୍କ ଉପରେ ଘରୋଇ ହିଂସା ଅଭିଯୋଗ ଆଣିଲେ ପତ୍ନୀ

ଦିଲ୍ଲୀ: ଅଗଷ୍ଟ୪: ବଲିଉଡ ଲୋକପ୍ରିୟ ଗାୟକ ତଥା ରାପର୍‌ ୟୋ ୟୋ ହନି ସିଂହଙ୍କ ଉପରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ପତ୍ନୀ ଶାଲିନୀ ତଲୱାର । ଶାଲିନୀଙ୍କ ପକ୍ଷରୁ ଓକିଲ ସନ୍ଦୀପ କପୁର, ଅପୂର୍ବା ପାଣ୍ଡେ ଏବଂ ଜି ଜି କଶ୍ୟପ…

ରାଜ୍ୟର କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୪: ୨୪ ଘଣ୍ଟାରେ ରାଜ୍ୟରେ ୬୫,୨୦୯ ସ୍ୱାବ୍‌ ଟେଷ୍ଟ ହୋଇଥିଲା । ସେଥିମଧ୍ୟରୁ ୧, ୩୧୫ ଜଣ କରୋନାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧,୭୦୨ ଜଣ ସୁସ୍ଥ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ…