Browsing Tag

New Zealand

ବିମାନ ଯାତ୍ରା ପାଇଁ ଜରୁରୀ ନୁହେଁ ଆରଟିପିସିଆର ଟେଷ୍ଟ

ନୂଆଦିଲ୍ଲୀ: ଫେବୃଆରୀ ୧୦: ଓମିକ୍ରନ୍ ଉତ୍ପନ୍ନ ହେବ।ପରେ ’ବିପଦରେ ଥିବ।’ ଦେଶଗୁଡିକର ବିପଦ ବର୍ଗକୁ ହଟ।ଇ ସରକ।ର ଅନ୍ତର୍ଜ।ତୀୟ ଆଗମନ ପ।ଇଁ ନିର୍ଦ୍ଦେଶ।ବଳୀକୁ ସଂଶୋଧନ କରି ଗୁରୁବ।ର ଦିନ ସ।ତୋଟି ଘରୋଇ କ୍ୟ।ଣ୍ଟିନରେ କୋହଳ…

ବିରଳ ରୋଗରେ ପୀଡ଼ିତ ଇନଷ୍ଟା ଷ୍ଟାର୍‌

ଦୁନିଆରେ ଏପରି ଅନେକ ରୋଗ ଅଛି, ଯାହା ବିରଳ ବର୍ଗରେ ପଡ଼େ । ସେଗୁଡ଼ିକ ବିଷୟରେ ଜାଣିବା ପରେ, ଆପଣ ମଧ୍ୟ ଭାବିବେ ଯେ ଏପରି କୌଣସି ରୋଗ ହୋଇପାରେ କି । ତେବେ ନୁ୍ୟଜିଲାଣ୍ଡର ଟାଇଲା ଏଭଳି ଏକ ବିରଳ ରୋଗରେ ପୀଡିତ ଅଛନ୍ତି, ଯିଏ…

ରସ୍ ଟେଲର ନେବେ ଅନ୍ତର୍ଜ।ତୀୟ କ୍ରିକେଟରୁ ଅବସର

ୱେଲିଂଟନ୍: ଡିସେମ୍ବର ୩୧: ନ୍ୟୁଜିଲ।ଣ୍ଡର ବ୍ୟ।ଟ୍ସମ୍ୟ।ନ୍ ରସ୍ ଟେଲର ଅନ୍ତର୍ଜ।ତୀୟ କ୍ରିକେଟରୁ ଅବସର ଘୋଷଣ। କରିଛନ୍ତି । ବ।ଂଲ।ଦେଶ ବିପକ୍ଷରେ ଟେଷ୍ଟରୁ ଏବଂ ଅଷ୍ଟ୍ରେଲିଆ ଓ ନେଦରଲ।ଣ୍ଡ୍ସ ବିପକ୍ଷରେ ଦିନିକିଆ ସିରିଜ ଖେଳି…

ମୁହଁରେ ଟାଟୁ କରିଥିବା ପ୍ରଥମ ନୁ୍ୟଜ୍‌ ଆଙ୍କର୍‌

ନୁ୍ୟଜିଲାଣ୍ଡ: ବିଶ୍ୱରେ ପ୍ରଥମ ଥର ଜଣେ ମହିଳା ନୁ୍ୟଜ୍‌ ଆଙ୍କର ମୁହଁରେ ଟାଟୁ କରି ଇତିହାସ ରଚିଛନ୍ତି । ନୁ୍ୟଜିଲାଣ୍ଡର ୩୭ ବର୍ଷୀୟା ଓରିନୀ କେପାରା ମୁହଁରେ ଏକ ବିଶେଷ ଟାଟୁ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।…

ପଇସା ବଞ୍ଚାଇବା ପାଇଁ ଭ୍ୟାନ୍‌ରେ ରହୁଛନ୍ତି

ନୁ୍ୟଜିଲାଣ୍ଡ: ସୋସିଆଲ ମିଡିଆରେ ଅନେକ ଅଜବ ଖବର ଦେଖିବାକୁ ମିଳୁଛି । ବର୍ତ୍ତମାନ ଇଣ୍ଟରନେଟ୍‌ରେ ସାମ୍ନାକୁ ଆସିଥିବା ଖବରରେ ନୁ୍ୟଜିଲାଣ୍ଡର ବ୍ରିଟାନୀ କୋସ୍‌ଗ୍ରୋଭ୍‌ ତାଙ୍କ ଫ୍ଲାଟ୍‌ ଛାଡ଼ି ଏକ ଭ୍ୟାନ୍‌ରେ ରହୁଛନ୍ତି ।…