ଦେଶ- ବିଦେଶ ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ May 19, 2022 ଦିଲ୍ଳୀ: ମେ ୧୯: ପଞ୍ଜାବ ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ତଥା ପୂର୍ବତନ କ୍ରିକେଟ୍ ଖେଳାଳୀ ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମ୍ କୋର୍ଟ । ରୋଡ୍ ରେଜ୍ (ସଡ଼କ ଉପରେ ହିଂସାତ୍ମକ…
ରାଜନୀତି ବାପାଙ୍କ ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଲେ ଝିଅ: କହିଲେ, ବାପା ନଜିତିବା ଯାଏଁ ମୁଁ ବିବାହ କରିବିନି Feb 11, 2022 ଅମୃତସର : ଫେବୃଆରୀ ୧୧: ପଞ୍ଜାବ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତେ ଜୋର୍ଦାର ହୋଇଚାଲୁଛି । ଏହିପରିପ୍ରେକ୍ଷୀରେ ଅମୃତସରର ପୂର୍ବ ବିଧାନସଭା ଆସନରୁ କଂଗ୍ରେସ ପକ୍ଷରୁ ନବଜ୍ୟୋତ ସିଂହ ସିନ୍ଧୁଙ୍କ ପ୍ରଚାର…
ରାଜନୀତି ପୁଣି ଚର୍ଚ୍ଚାରେ ସିଦ୍ଧୁ Jan 12, 2022 ଚଣ୍ଡିଗଡ: ଜାନୁଆରୀ ୧୧: ପୁଣି ଥରେ କଂଗ୍ରେସର ଅଭ୍ୟ।ନ୍ତରୀଣ କନ୍ଦଳକୁ ପଦ।ରେ ପକାଇଲେ ପଞ୍ଜ।ବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ । ଦଳ ବିପକ୍ଷ ବୟାନ ଦେଇ ପୁଣି ଚର୍ଚ୍ଚାରେ ସିଦ୍ଧୁ। କଂଗ୍ରେସର ବିଜୟ ପରେ ଗୋଟିଏ…
ଦେଶ- ବିଦେଶ ପଞ୍ଜାବ ପ୍ରଦେଶ କଂଗ୍ରେସରେ ସାମିଲ ହେଲେ ରାପର୍ ସିଦ୍ଧୁ ମୋସେୱାଲା Dec 3, 2021 ଅମୃତସର: ଡିସେମ୍ବର ୦୩: ପଞ୍ଜାବ ପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଶାସନରେ ଥିବା କଂଗ୍ରେସ ଜଣେ ନୂଆ ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା ରାପର୍ଙ୍କୁ ନିଜ ଦଳରେ ସାମିଲ କରାଇଛି । ସେ ହେଉଛନ୍ତି ସିଦ୍ଧୁ…
ଦେଶ- ବିଦେଶ ସିଦ୍ଧୁଙ୍କ ଇସ୍ତଫା ନେଇ ମନୀଷଙ୍କ କଟାକ୍ଷ: କହିଲେ ପଞ୍ଜାବ କନ୍ଦଳରେ ପାକିସ୍ତାନ ଖୁସି Sep 29, 2021 ଚଣ୍ଡୀଗଡ଼: ସେପ୍ଟେମ୍ବର ୨୯: ଗତକାଲି ପଞ୍ଜାବ କଂଗ୍ରେସର ସଭାପତି ପଦରୁ ନବଜୋତସିଂହ ସିଦ୍ଧୁ ଇସ୍ତଫା ଦେଇଥିଲେ । ତାଙ୍କର ଇସ୍ତଫା ପରେ ଏବେ କଂଗ୍ରେସ ଭିତରେ କନ୍ଦଳ ଦେଖାଯାଇଛି । କଂଗ୍ରେସର ବରିଷ୍ଠ ନେତା ତଥା ଆନନ୍ଦପୁର…