ଦେଶ- ବିଦେଶ ବିହାରରେ କମୁନି ବିଷାକ୍ତ ମଦ ମୃତୁ୍ୟ: ୧୫ ଦିନରେ ୪୧ ମୃତ Nov 5, 2021 ବିହାର: ନଭେମ୍ବର ୦୫: ଦିନକୁ ଦିନ ବିହାରରେ ବିଷାକ୍ତ ମଦ ମୃତୁ୍ୟ ମାମଲା ବଢ଼ି ବଢ଼ି ଚାଲିଛି । ପ୍ରତ୍ୟେକ ଦିନ ବିଷାକ୍ତ ମଦ ପିଇ ଲୋକ ମୃତୁ୍ୟ ବରଣ କରୁଛନ୍ତି । ତଥାପି ଲୋକ ଏଥିରୁ ନିବୃତ୍ତ ରହୁନାହାନ୍ତି । ଖବର ଅନୁସାରେ,…