ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନ୍ଫରେନ୍ସିଂ ;ଅର୍ଥନୈତିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହେବ
By Papu Mohanty
ନୂଆଦିଲ୍ଲୀ : May 11: ଲୋକଙ୍କ ଇଚ୍ଛା ଲକ୍ଡାଉନ୍ ବ୍ୟବସ୍ଥାରେ କୋହଳ ହେଉ । ତେବେ ଗ୍ରାମୀଣ ଭାରତରେ କିଭଳି କରୋନା ସଂକ୍ରମଣ ହେବନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ । ମାନବ ପ୍ରକୃତି…