ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ସବୁଜ ସଙ୍କେତ
ଅକ୍ଟୋବର ୦୭: ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲì୍ୟଏଚ୍ଓ) ତରଫରୁ ସବୁଜ ସଙ୍କେତ ମିଳିଛି । ମ୍ୟାଲେରିଆ ଟିକା ‘ଆର୍ଟିଏସ-ଏସ୍ଏଏସ୍୦୧’କୁ ଅନୁମୋଦନ ମିଳିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ…